Thursday , December 1 2022
Breaking News

Recent Posts

ଅଗ୍ନିକାଣ୍ଡରେ ୨ ବଖରା ପୋଡି ପାଉଁଶ

କେନ୍ଦ୍ରାପଡା ୦୨/୧୧/୨୦୧୯(ଓଡ଼ିଶା ସମାଚାର)-ଆକସ୍ମିକ ଅଗ୍ନିକାଣ୍ଡରେ ୨ ବଖରା ଚାଳଘର ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିିଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମ  ପଂଚାୟତର ଦେପୁର ଗ୍ରାମରେ ଶନିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଉମେଶ ମଲ୍ଲିକଙ୍କ ରୋଷେଇ ଚୁଲାରୁ  ନିଆଁ ଉଠି ଚାଳଘରେ ଲାଗିଯାଇଥିଲା । ଖବର ପାଇ କେନ୍ଦ୍ରାପଡା ଅଗ୍ନିଶମ ବାହିନିର କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି  ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ତାଙ୍କର ପ୍ରାୟ ୫୦ ହଜାରରୁ ଉଦ୍ଧ୍ୱର୍ ଟଙ୍କାର ସଂପତି ପୋଡି ନଷ୍ଟ ହୋଇଯାଇଥିବା …

Read More »

ଦୁର୍ନିତି ନିବାରଣ ସଚେତନତା ସପ୍ତାହ ଉଦଯାପିତ

ଜଗତସିଂହପୁର,୦୨/୧୧/୨୦୧୯(ଓଡ଼ିଶା ସମାଚାର)- ଶନିବାର ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉଦଯାପିତ ହୋଇଯାଇଅଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ମଂଜରୀ ଦାସ କହିଲେ ଆମ ଦେଶର ଅର୍ଥନୈତିକ,ରାଜନୈତିକ ତଥା ସାମାଜିକ ବିକାଶରେ ଦୁର୍ନିତୀ ଏକ ପ୍ରମୁଖ ବାଧକ ହୋଇଛି । ଏହାର ମୂଳୋତ୍ପାଟନ ନିମନ୍ତେ ସମସ୍ତେ ଐକ୍ୟବଦ୍ଧ ଭାବେ ଉଦ୍ୟମ କରିବାର ଆବଶ୍ୟକତା ରହିଛି । ସମସ୍ତ କାର୍ଯ୍ୟ ସାଧୁତା ଓ ସ୍ୱଛତାର ସହ ସମ୍ପାଦନା କରିବା  ପାଇଁ …

Read More »

ଜିଲ୍ଲାସ୍ତରୀୟ ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ପାଳିତ

ଜଗତସିଂହପୁର,୦୨/୧୧/୨୦୧୯(ଓଡ଼ିଶା ସମାଚାର)- ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଦୁର୍ନିତୀ ନିବାରଣ ସପ୍ତାହ ପାଳିତ ହୋଇଯାଇଅଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଦୁର୍ନିତୀ ଏକ ସାମାଜିକ ବ୍ୟାଧି । କ୍ରମେ କ୍ରମେ ଏହା ଇତିହାସ ପୃଷ୍ଠାରେ ଲମ୍ବି ଆସିଲାଣି । ଦୁର୍ନିତି ଏକ ମାନସିକତା । ଯାହାର ଆଶା ନାହିଁ  ସେ ଦୁର୍ନିତୀ ଗ୍ରସ୍ତ  । ସାଧୁ ଓ ସଚ୍ଚୋଟ ଲୋକ କେବେବି ଜୀବନରେ ହାରାସ ହୁଅନ୍ତୁ ନାହିଁ …

Read More »