Sunday , January 29 2023
Breaking News

Recent Posts

କଳାହାଣ୍ଡି ଜିଲ୍ଲା ରେ ରାଜ ରାସ୍ତାରେ ଧାନ ବସ୍ତା ରଖି ଚାଷିଙ୍କଧାରଣା

କଳାହାଣ୍ଡି ,୨୫/୦୧/୨୦୨୧(ଓଡିଶା ସମାଚାର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ର ପଣ୍ଡି ଗାଁ ମଣ୍ଡି ର ଅଚଳ ଅବସ୍ଥା ର ପ୍ରତିବାଦ ଓ ମଣ୍ଡିରେ ଧାନ ନ ଉଠିବା କାରଣ ରୁ ରାଜ ରାସ୍ତାରେ ଧାନ ରଖି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଚାଷୀ । ତେବେ ଗତ ୧ ତାରିଖ ରୁ ମିଲର୍ସ ଧାନ ଉଠାଣ ବନ୍ଦ ରଖିଥିବା ବେଳେ ୪୪ ହଜାର କୁଇଣ୍ଟାଲ୍ ଧାନ କ୍ରୟପାଇଁ ସରକାର ଙ୍କ ପକ୍ଷରୁ ନିର୍ଦ୍ଧେଶ ରହିଛି । କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ …

Read More »

କୃଷିଭିତ୍ତିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣର ମକର ବିଶେଷଣଙ୍କ ଲୋକାର୍ପିତ

କଟକ, ୨୫/୦୧/୨୦୨୧(ଓଡ଼ିଶା ସମାଚାର)- କୃଷିକୁ ଓଡ଼ିଶାର ଜନସଂସ୍କୃତିର ଆଧାର ବୋଲି ବିବେଚନା କରାଯାଏ । ଚାଷ ନଥିଲେ ଜୀବ ନଥାନ୍ତା ।  ଓଡ଼ିଶା ସର୍ବଭାରତୀୟ ସ୍ତରରେ କୃଷିରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ କୃଷିକର୍ମଣ ପୁରସ୍କାରରେ ପୁରସ୍କୃତ । କୃଷିର ବିକାଶ,କୃଷକର ବିକାଶ ଏହି ସ୍ଲୋଗାନକୁ ନେଇ ୨୦୧୮ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରକାଶ ପାଇଆସୁଥିବା ଓଡ଼ିଶାର ପ୍ରଥମ ଛାତ୍ର ସମ୍ପାଦିତ କୃଷିଭିତ୍ତିକ ତୈମାସିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣର ଦ୍ୱାଦଶ ସଂଖା ବା ମକର ସଂକ୍ରାନ୍ତି ବିଶେଷାଙ୍କକୁ ମାନ୍ୟବର କୃଷି,ମତ୍ସ୍ୟ , ପଶୁସମ୍ପଦ ଓ ଉଚ୍ଚଶିକ୍ଷା …

Read More »

ଆଜିଜଙ୍ଗା ଶିଶୁ ଉଦ୍ୟାନ : ଉଦଘାଟନ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଗରଦପୁର, ୨୫/୦୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅଧିନସ୍ଥ ତେଣ୍ଡାକୁଡ଼ା ପଂଚାୟତର ଆଳିଜଙ୍ଗା ଠାରେ ଏକ ଶିଶୁ ଉଦ୍ୟାନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏନଆରଇଜିଏସ ଯୋଜନାରେ ପ୍ରାୟ ୨୫ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଏହି ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଛି । ଅନେକ ଦିନୁ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟରେ ଆସୁନାହିଁ । ଶେଷରେ ଆସନ୍ତା ମଙ୍ଗଳବାର ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅପରାହ୍ନରେ ଏହାର ଉଦଘାଟନ ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । …

Read More »