Friday , February 3 2023

Recent Posts

ଏସଏଚଜି ମହିଳା ମାନଙ୍କ ଦକ୍ଷତା ପରିଦର୍ଶନ କଲେ ନାବାର୍ଡ଼ ଜିଏମ 

ରଘୁନାଥପୁର, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- ଆଜି ନାବାର୍ଡ଼ ଓଡ଼ିଶାର ମୁଖ୍ୟ ପ୍ରବନ୍ଧକ ଶ୍ରୀଯୁକ୍ତ ସି ୟୁ ଭାସ୍କର ଦିନିକିଆ ଗୃରେ ଆସି ନାବାର୍ଡ଼ ଦ୍ୱାରା ପରିଚାଳିତ ଏନଜିଓ ମାନଙ୍କର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ପ୍ରଥମେ ଓମ ସାଇରାମ ସ୍ୱୟଂ ସହାୟକ ଗୋଷ୍ଠି ଶାଳିଜଙ୍ଗା ଓ ନବଜ୍ୟୋତି କ୍ଲବ୍ ଦ୍ୱାରା ତାରପୁର ଠାରେ ପରିଚାଳିତ ରୁରାଲ ମାର୍ଟ ପରିଦର୍ଶନ କରିଥିଲେ । ଏହି ସମୟରେ ମାର୍ଟ ର ପରିଚାଳନା ବୁଝିବା ସହିତ କିପରି ମହିଳା ମାନଙ୍କ ନିମନ୍ତେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମାର୍ଟ କୁ …

Read More »

ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟର “ଆସ୍ଥା ସେବା ସମ୍ମାନ ୨୦୨୧” ପ୍ରଦାନ ଉତ୍ସବ.

ଭୁବନେଶ୍ୱର, ୨୯/୦୧/୨୦୨୧ (ଓଡ଼ିଶା ସମାଚାର)- ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଭୁବନେଶ୍ୱରସ୍ଥିତ ପଲ୍ଲବୀ ମଣ୍ଡପ ଠାରେ ସମସ୍ତ କରୋନା ନିୟମମାନି ନିଆରାଭାବରେ ଏହାର ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଏହି ଉତ୍ସବରେ ଓଡ଼ିଶା ଓ ଓଡ଼ିଶା ବାହାରର ସମୁଦାୟ ୬୭ଟି ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଓ ମହାନ ସମାଜ ସେବକ ଓ ସେବିକାମାନଙ୍କୁ ଆସ୍ଥା ସେବା ସମ୍ମାନ ଓ ଆସ୍ଥା ବୀରତ୍ୱ ସମ୍ମାନ ପ୍ରଦାନ କରାଯାଇଛି । ଏହି କାଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ ଡାକ୍ତର ଶ୍ରୀଯୁକ୍ତ ଅଶୋକ କୁମାର ମହାପାତ୍ର ମୁଖ୍ୟଅତିଥି, ଶ୍ରୀଯୁକ୍ତ ସୁରେନ୍ଦ୍ର …

Read More »

ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୪୨ ମୌଜ଼ାରେ ନିଧି ସଂଗ୍ରହ

କଟକ, ୨୯/୦୧/୨୦୨୧(ଓଡ଼ିଶା ସମାଚାର)-  ପ୍ରଭୁ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ କଟକ ସଦର ୪୨ମୌଜା ଉପକଣ୍ଠ ବ୍ରହ୍ମପୁର ଓ କଳପଡା ପଞ୍ଚାୟତରେ ନିଧି ସଂଗ୍ରହ ଅଭିଯାନ ଜାରି ରହିଛି। ଏହି ମହାଅଭିଯାନରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ସତ୍ୟ ମିଶ୍ର, ଅଶିମ ଦାଶ, କୃଷକନେତା ଦେବୀ ପ୍ରସାଦ ପତି, ଅମର ଦାଶ, ସୁବ୍ରତ ପଣ୍ଡା, ସବିତାରାଣୀ ଦାଶ,ରାକେଶ ମୁଦୁଲି,ବିରଜା ଭୂଷଣ ପତି, ଅନି ମହାପାତ୍ର,ପ୍ରାଣକୃଷ୍ଣ ମୁଦୁଲି,ମିଟୁନା ଦାଶ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଇତ୍ୟବସରରେ ଗ୍ରାମବାସୀ,ଶ୍ରଦ୍ଧାଳୁ ମାନଙ୍କସହ ଧାର୍ମିକ ବାକ୍ତିତ୍ୱ ସମୀର ପଣ୍ଡା ଦଶହଜାର …

Read More »