Thursday , March 30 2023
Breaking News

Recent Posts

ସତ୍ୟନାରାୟଣ ପ୍ରୋଗ୍ରେସିଭ କ୍ଲବ ପକ୍ଷରୁ ରାତ୍ରି କାଳୀନ କ୍ରିକେଟ : ଗେମ ଚେଞ୍ଜର କନ୍ଦରପୁର ବିଜୟୀ

କଟକ , ୧୨/୦୩/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ବ୍ଲକ କିଶନନଗର ଉପକଣ୍ଠ  ବରଦାଗ୍ରାମ ସ୍ଥିତ ସତ୍ୟନାରାୟଣ ପ୍ରୋଗ୍ରେସିଭ କ୍ଲବ ଆନୁକୂଲ୍ୟରେ ଏକରାତ୍ରି କାଳୀନ କ୍ରିକେଟ ଟୁନାମେଣ୍ଟ ବରଦା ମିନିଘାଇ ଖେଳ ପଡିଆରେ ଅନୁଷ୍ଠିତ ହୋଇ  ସର୍ବମୋଟ ୮ଟି ଟିମ ଅଂଶଗ୍ରହଣ କରି ଗେମ ଚେଞ୍ଜର କନ୍ଦରପୁର ୬ ଓଭରରେ ୪୬ରନ କରି ବିଜୟ ଲାଭକରି ବିଜୟୀପଦକ ସହ ୭୦୦୦ ଟଙ୍କା ପୁରସ୍କାର ପାଇଥିବା ବେଳେ ଜୁନିୟର ଷ୍ଟାର ସିଦ୍ଧେଶ୍ୱରପୁର କ୍ରିକେଟ କ୍ଲବକୁ ରନର୍ସକପ ସହ ୫୦୦୦ ଟଙ୍କା ପ୍ରଦାନ କରାଯାଇଛି । ଏହି ଟୁନାମେଣ୍ଟରେ …

Read More »

ତାଜା ଖବର : ବ୍ୟବସାୟୀ ଙ୍କୁ ଗୁଳିମାଡ଼

ଉମରକୋଟ, ୧୨/୦୩/୨୦୨୧(ଓଡ଼ିଶା ସମାଚାର)- ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଛି । ଉମରକୋଟ ଝରିଗାଁ ର ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଛି । ତାଙ୍କ ଅନ୍ଟା ତଳକୁ ଗୁଳି ବାଜିଛି । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଛି । ଓଡ଼ିଶା ସମାଚାର  

Read More »

ରେଢୁଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ରୁ ନବଜାତକ ଶିଶୁ ପୁତ୍ର ଉଦ୍ଧାର

ରଘୁନାଥପୁର, ୧୨/୦୩/୨୦୨୧(ଓଡ଼ିଶା ସମାଚାର)- ଆଜି ଦିନ ପ୍ରାୟ ୨ଟା ସମୟରେ ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ୍ରେସିଂରୁମ ପଛପଟରେ ଏକ ନବଜାତକ ଶିଶୁ ପୁତ୍ରକୁ କେହି ଜଣେ ରଖିଦେଇ ପଳାଇ ଥିଲେ । ଶିଶୁ ପୁତ୍ରଟି କାନ୍ଦିବା ଶବ୍ଦ ଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଉକ୍ତ ସ୍ଥାନକୁ ଯାଇ ଶିଶୁ ପୁତ୍ରଟିକୁ ଶୋଇ କାନ୍ଦୁଥିବାର ଦେଖି ତାକୁ ଆଣି ଡାକ୍ତର ସୁକୁମାର ଦାସଙ୍କୁ ଦେଖାଇଥିଲେ । ଡଃ ଦାସ ଏ ସଂପର୍କରେ ରଘୁନାଥପୁର ବିଡିଓ ଜିତେନ୍ଦ୍ର କୁମାର ନାୟକଙ୍କୁ …

Read More »