Thursday , December 1 2022

Recent Posts

କଳାହାଣ୍ଡି ଜିଲ୍ଲା ମୁଖ୍ୟ ପୋଲିସ ନୂତନ କାର୍ଯ୍ୟାଳୟ ଲୋକାର୍ପଣ କଲେ ଶିଳ୍ପ ଓ ଶକ୍ତି ମନ୍ତ୍ରୀ

 କଳାହାଣ୍ଡି, ୦୩/୧୧/୨୦୧୯(ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୋଲିସ ମୁଖ୍ୟାଳୟ ଠାରେ ନୂତନ ପୋଲିସ କାର‌୍ୟାଲୟ କୁ ଲୋକାର୍ପଣ ଉତ୍ସବ ରେ ଜୁନାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ ଶିଳ୍ପ,ଶକ୍ତି ଓ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି,ଏହି ଅବସରରେ ଓଡ଼ିଶା ରାଜ୍ୟ ପୋଲିସ ଡିଜି ବି. କେ. ଶର୍ମା ସମ୍ମାନିତ ଅତିଥି ରୂପେ  ଉପସ୍ଥିତ ରହି ପୋଲିସ ପ୍ରଶାସନ ସବୁବେଳେ ଜନତା ଙ୍କ ସହିତ ଅଛି, ଏବେ …

Read More »

ମ. ରାମପୁରରେ ପୁଣି ଭାରରେ  ବୁହାହେଲା ରୋଗୀ

କଳାହାଣ୍ଡି, ୦୩/୧୧/୨୦୧୯(ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲାରେ ପୁଣି ଭାର ବୁହାର ପୁନରାବୃତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ମାଣିକେରା ପଞ୍ଚାୟତରେ । ଧୁଳୁଗୁଣ୍ଡି ଗ୍ରାମର ଶର୍ମିଷ୍ଟା ମାଝି ବାଲିଭଟା ଆଶ୍ରମ ସ୍କୁଲରେ ରହି ପାଠ ପଢୁଥିବାବେଳେ ତାଙ୍କୁ ଭୀଷଣ ଜ୍ବର ହୋଇଥିଲା । ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ପରିବାର ପାଖକୁ ଛାଡିବାକୁ ନେଇଥିଲେ । ହେଲେ ରାସ୍ତା ନଥିବାରୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଟାପରାଇଁ ନାଳରେ ଛାଡି ଦେଇଥିଲେ । ଫଳରେ …

Read More »

ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହର ଶିଳାନ୍ୟାସକଲେ ବିଧାୟକ

କେନ୍ଦ୍ରାପଡା ୦୩/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ ନିମନ୍ତେ ରବିବାର କେନ୍ଦ୍ରାପଡା  ବିଧାୟକ  ଶଶିଭୂଷଣ ବେହେରାଙ୍କ କର କମଳରେ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।   ଏହି ଗୃହ ନିର୍ମାଣ ନିମନ୍ତେ ୧କୋଟି ୪୧ ଲକ୍ଷ ୯୪ ହଜାର  ଟଙ୍କାର ବ୍ୟୟବରାଦ ହୋଇଛି ।  ଏହି  ଉତ୍ସବରେ ଜିଲ୍ଲା ପରିଷଦ ସଭାପତି  ମାନସକୁମାର ପରିଡା , କେନ୍ଦ୍ରାପଡା ପଂଚାୟତ ସମିତି ଅଧ୍ୟକ୍ଷ  ଅନାମ ବନ୍ଧୁ ଧଳ ,ଜିଲ୍ଲା ମୂଖ୍ୟ ଚିକିତ୍ସା ମୁଖ୍ୟ ଅଧିକାରୀ ଡା. ଉର୍ମିଳା ମିଶ୍ର …

Read More »