Thursday , March 30 2023
Breaking News

Recent Posts

ବାରମାଣିଆ ଗହିର ଜମିରୁ ପାଣି ନିଷ୍କାସନ ନିମନ୍ତେ ଜଳ ସଂପଦ ମନ୍ତ୍ରୀଙ୍କୁ ଦାବି ପତ୍ର 

ତାରପୁର, ୧୫/୦୩/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ ଅନ୍ତର୍ଗତ ଚିକିଣିଆ ଗ୍ରାମପଂଚାୟତର କଳାଧାରି ଗ୍ରାମ ନିକଟସ୍ଥ ବାରମାଣିଆ ଗହିରରେ ଉଦବୃତ ବର୍ଷା ଜଳ ପ୍ରାୟ ୫ ଫୁଟ ଉଚ୍ଚରେ ଜମି ରହୁଥିବାରୁ ଏହି ଗହିରରେ ପ୍ରାୟ ୧୦୦ ଏକରରୁ ଉଦ୍ଧ୍ୱର୍ ଚାଷ ଜମି ପ୍ରତିବର୍ଷ ଫସଲ ନଷ୍ଟ ହୋଇଯାଉଛି । ଜଳ ସଂପଦ ସଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ହଂଶୁଆ ସେତୁର ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଥିବା ସମୟରେ ଏହି ଗ୍ରାମର ପ୍ରତିମା ଲେଙ୍କା, …

Read More »

 ଶତାୟୁ ଆଦର୍ଶ ବ୍ୟକ୍ତିଙ୍କ ପରଲୋକ – ଅଂଚଳରେ ଶୋକ 

ତାରପୁର, ୧୫/୦୩/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ ଅନ୍ତଗର୍ତ ଏରଡଙ୍ଗା ଗ୍ରାମ ପଂଚାୟତର ପାଣ୍ଡରା ଗ୍ରାମର ୬ନଂ  ଓାର୍ଡ  ର ପୂର୍ବତନ ଓର୍ାଡସଭ୍ୟ ଝରିଚରଣ ଖଟୁଆ (୧୦୪) ତଥା ଗ୍ରାମର ବିଶିଷ୍ଟ ମୂରବି ସମାଜସେବିି ଙ୍କର  ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଗ୍ରାମରେ ଶୋକରେ ଛାୟା ଖେଳିଯାଇଥିଲା   । ଏରଡ଼ଙ୍ଗା ଗ୍ରାମ ପଂଚାୟତର ସରପଂଚ ଛବିଲତା ମହାନ୍ତି,  ଛପଡା ପଂଚାୟତ ସରପଂଚ ବିଜୟସ୍ୱାଇଁ, ପୂର୍ବତନ ସମିତିସଭ୍ୟ ଖୋକନ ରାୟ,  ସମିତିସଭ୍ୟା କାଦମ୍ବିନି ସ୍ୱାଇଁ, ଯୁବନେତା ରମାକାନ୍ତ ଭୋଇ, ଶୁକଦାଶ, ରମାକାନ୍ତ …

Read More »

ଭାରତ ପେ ଭୁବନେଶ୍ୱରରେ ଏହାର କାରବାର ଆରମ୍ଭ କଲା

ଭୁବନେଶ୍ୱର, ୧୫/୦୩/୨୦୨୧(ଓଡ଼ିଶା ସମାଚାର)-ଭାରତରେ ମର୍ଚ୍ଚାଂଟ୍ ଙ୍କ ପାଇଁ କାର୍ଯ୍ୟ କରୁଥିବା ଅଗ୍ରଣୀ ଫିନଟେକ୍ କମ୍ପାନୀ ଭାରତପେ ଭୁବନେଶ୍ୱର ରେ ଏହାର ଆର୍ଥିକ କାରବାର ଆରମ୍ଭ ସମ୍ପର୍କରେ ଘୋଷଣା କରିଛି । ୨୦୨୩ ମାର୍ଚ୍ଚ ସୁଦ୍ଧା କମ୍ପାନୀ ୩୦୦ଟି ସହରରେ ନିଜର କାରବାର ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛି । ଦେଶର ଉତର-ପୂର୍ବାଂଚଳରେ ଗୌହ୍ୱାଟିଠାରେ କମ୍ପାନୀ କାରବାର ଆରମ୍ଭ କରିଛି । ୨୦୨୧ ଅକ୍ଟୋବର ସୁଦ୍ଧା ଭୁବନେଶ୍ୱରରେ ୧ ଲକ୍ଷ ମର୍ଚ୍ଚାଂଟ୍ଙ୍କ ସହିତ କାର୍ଯ୍ୟ କରିବା ଲକ୍ଷ୍ୟ ନେଇ କମ୍ପାନୀ ପ୍ରସ୍ତୁତି ଆରମ୍ଭ କରିଛି । …

Read More »