Friday , March 31 2023

Recent Posts

ପାନୀୟ ଜଳ ଯୋଗାଣ ପାଇଁ  ଅତିରିକ୍ତ ଜିଲ୍ଲାପାଲଙ୍କୁ ଭେଟିଲେ ବାରୋବାସୀନ୍ଦା

କେନ୍ଦ୍ରାପଡା, ୧୮/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ବାରୋଗ୍ରାମର ୩ନମ୍ବର ଓ ୪ନମ୍ବର ୱାର୍ଡ ଅଧିନ  ତଳସାହି ଏବଂ  ହରିଜନ ସାହିରେ ପାନୀୟ ଜଳ ଯୋଗାଣ ହେଉନଥିବା ସମ୍ପର୍କରେ ସଂପୃକ୍ତ  ଗ୍ରାମାବସୀ ଅତିରିକ୍ତ ଜିଲ୍ଲାପାଳଙ୍କୁ  ଭେଟି ଅଭିଯୋଗ କରିଛନ୍ତି । ସେହି ୨ଟି ୱାର୍ଡର ଶତାଧିକ ପରିବାର ବିଶୁଦ୍ଧ ପାନୀୟ ଜଳରୁ ବଂଚିତ ହୋଇ  ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏତତବ୍ୟତିତ ସେହି ୱାର୍ଡରେ ନଳକୂପର ବ୍ୟବସ୍ଥା ମଧ୍ୟ ନଥିବା ଅଭିଯୋଗ ହୋଇଛି । ପଂଚାୟତ ପକ୍ଷରୁ ପୂର୍ବରୁ ଚାଲୁଥିବା …

Read More »

ପ୍ରାଥମିକ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରର  ନବୀକରଣ ହେବ

କେନ୍ଦ୍ରାପଡା, ୧୮/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ବ୍ଲକ ଓ ପୈାରାଳରେ ଥିବା ଅଙ୍ଗନୱାଡି କେନ୍ଦ୍ର ଗୁଡିକର ନବୀକରଣ କରାଯିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି  । ଏଥିସହ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଥିବା ରାସ୍ତା ଗୁଡିକରେ ଯାତାୟତର ସୁବିଧା ପାଇଁ ପେବର ବ୍ଲକ ବା ରଙ୍ଗିନ୍ ଇଟା ବିଛାଯାଇ ଛାତ୍ରଛାତ୍ରୀଙ୍କ ଜାତାୟତ ପଥକୁ ଆକର୍ଷଣୀୟ କରାଯିବ । କେନ୍ଦ୍ରାପଡା ବ୍ଲକର ଏଭଳି ସ୍କୁଲକୁ  ଥିବା ୨୫୦ଗୋଟି ରାସ୍ତାକୁ ବ୍ଲକ ପକ୍ଷରୁ ଚିହ୍ନଟ କରାଯାଇଥିବା ସୂଚନା ଦିଆଯାଇଛି । ଅଙ୍ଗନୱାଡି କେନ୍ଦ୍ର ଗୃହ …

Read More »

ପୂଣ୍ୟାତ୍ମା ପୂର୍ଣ୍ଣବାସୀଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା, ୧୮/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ସ୍ୱର୍ଗତ ପାରଲ ମହାନ୍ତିଙ୍କ ଦ୍ୱାଦଶାହରେ ଏକ ଶ୍ରଦ୍ଧାଞ୍ଜଳି ସଭା ଶିକ୍ଷାବୀତ ଶୁଭାଂଶୁ କୁମାର ଦାସଙ୍କ ପୌରହିତ୍ୟରେ ସ୍ୱର୍ଗତାଙ୍କ ଭରତପୁରସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଓ ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଡେପୁଟୀ କଲେକ୍ଟର ବିଜୟ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି,  ବ୍ଲକ …

Read More »