Friday , February 3 2023

Recent Posts

ଭୁବନ ହାଇସ୍କୁଲ ୧୯୯୧ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଓ ନୂତନ କର୍ମକର୍ତା ନିର୍ବାଚନ – ବସନ୍ତ ସଭାପତି , ସୁଶାନ୍ତ ସମ୍ପାଦକ

ଭୁବନ ୦୧/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଓ ନୂତନ କର୍ମକର୍ତା ନିର୍ବାଚନ ନୀଳକଣ୍ଠପୁର ଫାର୍ମଠାରେ ଅନୁଷ୍ଠିତ ହୋଇଯାଇଛି । ଆବାହକ ସଂଜୟ କୁମାର ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ ଦିବଙ୍ଗତ ସଭ୍ୟ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ୪୦ ରୁ ଉଦ୍ଧ୍ୱର୍ ବ୍ୟାଚମେଂଟ ଯୋଗଦେଇ ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ । ଏହି ଅବସରରେ ଚଳିତବର୍ଷ ନିମନ୍ତେ ବସନ୍ତ କୁମାର …

Read More »

ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘର ସମାବେଶ

କେନ୍ଦ୍ରାପଡା, ୦୧/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘର ସମାବେଶ ପୈାରାଂଚଳ ଅନ୍ତର୍ଗତ ବଡବାରଙ୍ଗସ୍ଥିତ ସଂଘ କାର୍ଯ୍ୟାଳୟରେ ସଂଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନିତ୍ୟାନନ୍ଦ ମହାନ୍ତି ଏହି ବୈଠକରେ ପୈାରହିତ୍ୟ କରିଥିଲେ । ସଂଘର ସାଧାରଣ ସମ୍ପାଦକ ଶ୍ରୀ ମେକାପ ପ୍ରଥମେ ବିବରଣୀ ପ୍ରଦାନ କରିବା ପରେ ନିକଟରେ ଅବସର ଗ୍ରହଣ କରିଥିବା ଷ୍ଟେଟବ୍ୟାଙ୍କ ଅଧିକାରୀ ବିଶ୍ୱକେତନ ଦାସ, ସଂଘମିତ୍ରା ସିଂହ, କିଶୋର ମହାନ୍ତି, ବିଜୟ କୁମାର ନାୟକ ଓ …

Read More »

କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଲିଗାଲ ସେଲ୍ ବୈଠକ

“ଆମ ସମ୍ବିଧାନ କେତେ ସୁରକ୍ଷିତ” ଆଲୋଚନା ଚକ୍ର : ଭାରତୀୟ ସମ୍ବିଧାନର ମୁଖବନ୍ଧକୁ ସଙ୍କୁଚିତ କରୁଛି ବିଜେପି ସରକାର-ପଂଚାନନ କାନୁନଗୋ କେନ୍ଦ୍ରାପଡା, ୦୧/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଭବନରେ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ଧୃବଚରଣ ଜେନାଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଲିଗାଲସେଲ୍ର ଏକ  ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ “ଆମ ସମ୍ବିଧାନ କେତେ ସୁରକ୍ଷିତ” ବିଷୟ ଉପରେ ଓପିଶାର ଲବ୍ଧ ପ୍ରତିଷ୍ଠିତ ଓକିଲ, ସମ୍ବିଧାନ ବିଶେଷଜ୍ଞ ଓ ସାମାଜିକ କର୍ମୀ ଯୋଗଦେଇ ଆଲୋଚନାରେ …

Read More »