Thursday , March 30 2023
Breaking News

Recent Posts

ଘରୋଇକରଣ ପ୍ରତିବାଦରେ ଜାତୀୟ କରଣ ବ୍ୟାଙ୍କ ସମୁହର ଧର୍ମଘଟ

କେନ୍ଦ୍ରାପଡ଼ା, ୧୬/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ଘୋଷଣା ପ୍ରତିବାଦରେ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ପକ୍ଷରୁ ଜାତୀୟକରଣ ବ୍ୟାଙ୍କ ଗୁଡିକୁ  ବନ୍ଦ କରାଯାଇ  ୨ଦିନିଆ ଧର୍ମଘଟ ଡାକରାର ପ୍ରଭାବ କେନ୍ଦ୍ରାପଡାରେ ଦେଖିବାକୁ ମିଳିଛି । ଜିଲ୍ଲାର ପ୍ରାୟ ସମସ୍ତ ବ୍ୟାଙ୍କର କର୍ମଚାରୀ ଓ ଅଫିସରମାନେ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି । କେନ୍ଦ୍ରାପଡା ସହରରେ ମଧ୍ୟ ସମସ୍ତ ବ୍ୟାଙ୍କ ବନ୍ଦ ରହିବା ସହିତ ପବ୍ଲିକ ସେକ୍ଟର ବ୍ୟାଙ୍କ ଘରୋଇକରଣ ବିରୁଦ୍ଧରେ ବ୍ୟାଙ୍କ ଗୁଡିକ ସମ୍ମୁଖରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନସ ପକ୍ଷରୁ …

Read More »

ଦୁଗ୍ଧଚାଷୀଙ୍କୁ ବ୍ୟାଙ୍କ ଋଣ ପ୍ରଦାନରେ ଅବହେଳା ଅଭିଯୋଗ

କେନ୍ଦ୍ରାପଡ଼ା, ୧୬/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ବ୍ରହ୍ମପୁର (ବି) ଦୁଗ୍ଧ ସମବାୟ ସମିତିର ଦୁଗ୍ଧଚାଷୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ  ସେମାନେ ସରକାରଙ୍କ ଯୋଜନା ଅନୁଯାଇ ଗୋପାଳନ ନିମନ୍ତେ ସେହି ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ବ୍ୟାଙ୍କକୁ ଋଣ ପ୍ରଦାନ ନିମନ୍ତେ  ଦରଖାସ୍ତ କରିଥିଲେ । କିନ୍ତୁ ସଂପୃକ୍ତ ସମିତିର ଦୁଗ୍ଧଚାଷୀମାନେ ଦୀର୍ଘ ୩ମାସ ଧରି ବ୍ୟାଙ୍କକୁ ଦୌଡି ଦୌଡି ନୟାନ୍ତ ହୋଇଥିଲେବି ସଂପୃକ୍ତ ବ୍ୟାଙ୍କ ସେହି ଚାଷୀମାନଙ୍କୁ ଗୋପାଳନ ନିମନ୍ତେ ଋଣ ମଞ୍ଜୁର କରୁନଥିବା ଅଭିଯୋଗ ହୋଇଛି  । ତେଣୁ ଏସମ୍ପର୍କରେ ଆବଶ୍ୟକ …

Read More »

ନରସିଂହପୁର ଧାନମଣ୍ଡିରେ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କିଣାଯିବାକୁ ରାମେଶ୍ୱର କୃଷକ ସଂଗଠନ ପକ୍ଷରୁ  ପ୍ରଶାସନ ନିକଟରେ ଦାବି

କେନ୍ଦ୍ରାପଡ଼ା, ୧୬/୦୩/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ପ୍ରାଥମିକ କୃଷି ସମବାୟ ସମିତି ଧାନମଣ୍ଡିରେ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କିଣାଯିବାକୁ ରାମେଶ୍ୱର କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଛି । ସେହି ସମବାୟ ସମିତିରେ ଆବେଦନକାରୀ ଚାଷୀମାନେ ଧାନ ବିକ୍ରୀ କରିବା ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅନଲାଇନରେ ପଞ୍ଜିକରଣ କରିଥିଲେ । କିନ୍ତୁ ସେହି ସମିତିର ସମ୍ପାଦକ ଟାର୍ଗେଟ ନଥିବାର କାରଣ ଦର୍ଶାଇ ପଞ୍ଜିକୃତ ଚାଷୀମାନଙ୍କୁ ଧାନବିକ୍ରୀ ପାଇଁ ଟୋକନ ପ୍ରଦାନ କରୁନଥିବା …

Read More »