Friday , March 31 2023

Recent Posts

ଯୁବକଙ୍କ ସାଧୁତା: ମନିପର୍ସ ,ଟଙ୍କା ଏ.ଟି.ଏମ୍. କାର୍ଡ ଫେରାଇଲେ 

ତାରପୁର, ୧୮/୦୩/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁରଥାନା ଅନ୍ତର୍ଗତ ପୁରଣ ଗ୍ରାମର ଧ୍ରୁବଚରଣ ଦାଶଙ୍କ ପୁଅ ହେମନ୍ତ କୁମାର ଦାଶ ଗତକାଲି ଶାରଳା ମନ୍ଦିରରୁ ମା’ ଦର୍ଶନ ସାରି ଶାରଳା ରୋଡରେ ସକାଳ ୯.୩୦ମିନିଟ୍ ସମୟରେ ଏକ ମନିପର୍ସ ପାଇଥିଲେ । ଏହି ମନିପର୍ସରେ ୧୩ହଜାର ୯ଶହ ଟଙ୍କା ୩ଟି ଏ.ଟି.ଏମ୍ କାର୍ଡ, ୨ଟି ଆର୍.ସି ବୁକ୍, ଗୋଟିଏ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଗୋଟିଏ ପ୍ୟାନ୍ କାର୍ଡ ପାଇ ସେଠାରେ ବହୁ ଲୋକଙ୍କୁ ପଚାରିବା ପରେ ପ୍ରକୃତ ହଜିଥିବା ଲୋକକୁ ନପାଇ ରଘୁନାଥପୁର ଥାନାରେ ପହଂଚି ସେହି …

Read More »

ଏରଡ଼ଙ୍ଗାରେ ଆଇନ ସଚେତନତା କାର୍ଯ୍ୟକ୍ରମ 

ତାରପୁର, ୧୮/୦୩/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଏରଡ଼ଙ୍ଗା ପଂଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜଗତସିଂହପୁର ଜିଲା ଆଇନସେବା ପ୍ରାଧିକରଣ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରାଧିକରଣ ର ସଚିବ କମଳାକାନ୍ତ ରାଉତଙ୍କକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ବିଭିନ୍ନ ଆକିନ ଉପରେ ସଚେତନତା କରାଯାଇଥିଲା । ଏଥିମଧ୍ୟରୁ ମାଗଣା ଆଇନ ସେବା କଣ , କେଉଁମାନେ ଏହାର ହିତାଧିକାରୀ, ମହିଳା ଆଇନ, ପାରିବାରିକ ହିଂସା ଆଇନ , ସମ୍ପତିଗତ ଅଧିକାର, ବରିଷ୍ଠ ନାଗରିକ ଆଇନ, ପୋଷ୍ୟପୁତ୍ର ଗ୍ରହଣ …

Read More »

ଅବ୍ୟବସ୍ଥା ଭିତରେ ଚାଲିଛି ବୟସ୍କଙ୍କ ଟୀକାକରଣ 

ତାରପୁର, ୧୮/୦୩/୨୦୨୧(ଓଡ଼ିଶା ସମାଚାର)- ବର୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ବୟସ୍କ ବ୍ୟକ୍ତିମାନଙ୍କୁ କରୋନା ଟୀକା କରଣ କରାଯ୍ଧମଥିବାବେଳେ ଏଥିରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳୁଛି ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଉତରକୂଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଉତରକୂଳ, ବାବୁଜଙ୍ଗ, ମଣିଜଙ୍ଗ, ମହମ୍ମଦପୁର, ତାରପୁର, ଚିକିଣିଆ ପଂଚାୟତର ବ୍ୟକ୍ତି ବିଶେଷଙ୍କୁ ଟୀକାକରଣ ବ୍ୟବସ୍ଥା କରାଯାଇଥିବାବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଏଠାରେ ପ୍ରତିଦିନ କେତେ ଜଣଙ୍କୁ ଟୀକା ପ୍ରଦାନ …

Read More »