Friday , March 31 2023

Recent Posts

୧୨୦ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୦/୦୩/୨୦୨୧(ଓଡ଼ିଶା ସମାଚାର)- କ୍ରମାଗତଭାବେ ରାଜ୍ୟରେ କରୋନା କାୟା ମେଲାଇ ଚାଲିଛି । ଗତକାଲି ରାଜ୍ୟରେ ୧୧୦ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୧୨୦ ଜଣ ଚିହ୍ନଟ ହୋଇଛନ୍ତି । ଦୈନିକ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୦ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୯ ଜଣ ସ୍ଥାନୀୟ …

Read More »

ରାଷ୍ଟ୍ରପତିଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ମୁସଲମାନ ସଂପ୍ରଦାୟର ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା, ୨୦/୦୩/୨୦୨୧(ଓଡ଼ିଶା ସମାଚାର)- ପବିତ୍ର କୋରାନର କେତେକ ଅନୁଛେଦ “ଆୟାତ”କୁ ବିକୃତ ଓ  ବିଭ୍ରାନ୍ତିକୁ ତର୍ଜ୍ଜମା ପୂର୍ବକ ୱାସିମ ରିଜଫ୍ୱିଙ୍କ ଦ୍ୱାରା ସୁପ୍ରିକ କୋର୍ଟରେ ଅର୍ଜି ଦାଖଲ ଓ ତଦ ଅନୁଯାଇ ଆପୋଷ ସଦଭାବନା ଏବଂ ଭାଇଚାରାକୁ ନଷ୍ଟକରିଥିବାରୁ ତାଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବିକରି କେନ୍ଦ୍ରାପଡା ମୁସଲମାନ ସଂପ୍ରଦାୟ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଂପ୍ରତି ସିହା ୱାକଫ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ୱାସିମ ରିଜୱି ପବିତ୍ର କୋରାନର କେତେକ ଅନୁଛେଦକୁ …

Read More »

ପକ୍ଷାଘାତ ରୋଗରେ ପିଡିତ ସଖିବଟର ମହନ୍ତ ସଦାନନ୍ଦ ଦାସଙ୍କୁ ଉନ୍ନୟନ ପରିଷଦ ଦେଖାଶୁଣା କରୁନଥିବା ମହନ୍ତଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, ୨୦/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ସଖିବଟର ମହନ୍ତ ୮୦ବର୍ଷ ବୟସର ସଦାନନ୍ଦ ଦାସ ପ୍ରାୟ ୫୦ବର୍ଷ ଧରି ସଖିବଟର ପରିଚାଳନା କରିଆସିଥିବା ବେଳେ ସେ ପକ୍ଷାଘାତ ରୋଗରେ ପିଡିତ ହୋଇପଡିଛନ୍ତି । ଆଜକୁ ପ୍ରାୟ ୧୮ବର୍ଷ ହେବ ସଖିବଟ ଉନ୍ନୟନ ପରିଷଦ ନାମକ ଏକ କମିଟି ଗଠନ କରାଯାଇ କାର୍ଯ୍ୟ କରୁଛି । କିନ୍ତୁ ସେହି କମିଟି ପକ୍ଷାଘାତ ରୋଗରେ ପିଡିତ ହୋଇ ଚଳପ୍ରଚଳ କରିପାରୁନଥିବା ମହନ୍ତ ଶ୍ରୀ ଦାସଙ୍କ ଦେଖାଶୁଣା କରୁନଥିବା ମହନ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ …

Read More »