Friday , February 3 2023

Recent Posts

କର୍ତେଶ୍ୱର ପିଠରେ ଗ୍ରାମସାଥୀଙ୍କ ସମାବେଶ 

ଗରଦପୁର, ୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କୋରୁଆ ଠାରେ ଥିବା କର୍ତେଶ୍ୱର ପିଠ ରେ ଗ୍ରାମସାଥୀମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଜିଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଗ୍ରାମାଂଚଳରେ ମନରେଗା ଯୋଜନାର ସଫଳ ରୂପାୟନ କରି ଗ୍ରାମ ବିକାଶରେ ଏକ ଗୁରୁ ଦାୟିତ୍ୱ ଗ୍ରାମସାଥିମାନେ ନିର୍ବାହ କରୁଥିବା କହିଥିଲେ । ଏଥି ସହିତ ସରକାର ଗ୍ରାମସାଥିମାନଙ୍କର ନ୍ୟାଯ୍ୟ ପ୍ରାପ୍ୟ ଦେଉନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ …

Read More »

ବର୍ଷା ବିତପାତରେ ଗୋ ସମ୍ପଦର କ୍ଷତି – ଗୋ ପାଳକଙ୍କ ସହାୟତା ରାଶି  ମିଳିବ କେବେ ?

ଗରଦପୁର, ୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ୨୦୧୮ ମସିହା ମେଁ ମାସ ୫ ଓ ୬ ତାରିଖରେ ଓଡ଼ିଶା ରେ ପ୍ରବଳ ରୁ ଅତି ପ୍ରବଳ ବାତ୍ୟା ବିତପାତ ସୃଷ୍ଟି ହୋଇଥିଲା । କେନ୍ଦ୍ରାପଡ଼ା ଜିଲାର ଗରଦପୁର ବ୍ଲକ୍ ରେ ମୁଗ ଓ ସୂର୍ଯ୍ୟମୁଖୀ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲାବେଳେ କେତେକ ସ୍ଥାନରେ ରାସ୍ତା ଧୋଇ ଯାଇଥିଲା କିଛି ଲୋକଙ୍କ ଘର କାନ୍ଥ ଭୁଷୁଡ଼ି ପଡ଼ିଥôଲା । କେତେକ ଲୋକଙ୍କର ଗୁହାଳ ଘର ଭୁଲୁଡ଼ି ପଡ଼ିବାରୁ ଗୃହପାଳିତ ଗୋ ସମ୍ପଦର ମୃତ୍ୟୁ ହୋଇଥିଲା । କ୍ଷୟ …

Read More »

ବାବୁଜଙ୍ଗ ପଂଚାୟତର ପୂର୍ବତନ ସମିତି ସଭ୍ୟ ମନୋଜ କୁମାର ମହାନ୍ତି କଟକ ଜିଲା ବିଜୁ ଜନତା ଦଳର ନୂତନ ଉପସଭାପତି ଭାବେ ମନୋନୀତ 

ରଘୁନାଥପୁର,୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ବାବୁଜଙ୍ଗ ପଂଚାୟତର ପୂର୍ବତନ ସମିତି ସଭ୍ୟ ମନୋଜ କୁମାର ମହାନ୍ତି କଟକ ଜିଲା ବିଜୁ ଜନତା ଦଳର ନୂତନ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ତାଙ୍କର ଏହି ନୂତନ ନିଯୁକ୍ତି କୁ ସରପଂଚ ସରୋଜ ବେହେରା,ବିଧାୟକଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ସ୍ୱାଇଁ,ସରପଂଚ ଦିଲିପ କୁମାର ବିଶ୍ୱାଳ,ପୂର୍ବତନ ସରପଂଚ ସୁରେନ୍ଦ୍ରନାଥ ଖୁଂଟିଆ,ସରପଂଚ ମୀନକେତନ ସ୍ୱାଇଁ,ଜମ୍ବେଶ୍ୱର ବେଉରା,ଅଭୟ ଲେଙ୍କା,କଟକ ସଦର ବିଜୁ ଜନତା ଦଳ ସଭାପତି ପ୍ରମୋଦ ମହାପାତ୍ର,ଯୁବ ବିଜେଡ଼ି ସଭାପତି ହିମାଂଶୁ ଦାସ ପ୍ରମୁଖ ଅଭିନନ୍ଦନ ଜଣାଇବା ସହିତ କଟକ …

Read More »