Thursday , March 30 2023
Breaking News

Recent Posts

ରାଜଧାନୀ ବୌଦ୍ଧିକ ସମାବେଶ ତରଫରୁ ଜଳ ସେବାର ଶୁଭାରମ୍ଭ

ଭୁବନେଶ୍ୱର, ୨୩/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗ (ରାଜା ଛକ)ଠାରେ ରାଜଧାନୀ ବୌଦ୍ଧିକ ସମାବେଶ ଆନୁକୁଲ୍ୟରେ ମୁକ୍ତାକାଶ ପାଠାଗାର ପରିସରରେ ସମାବେଶର ଉପଦେଷ୍ଟା ଶ୍ରୀଯୁ୍କ୍ତି ପ୍ରଦୁ୍ୟମ୍ନ କୁମାର ସତପଥିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି । ପ୍ରଥମେ ବରିଷ୍ଠ ନାଗରିକ ଶ୍ରୀ କୁମରବର ସାହୁ ଙ୍କୁ ଜଳପାନ କରାଇଥିଲେ । ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶହ ବର୍ଷ ପୂର୍ତି ଉପଲକ୍ଷେ ଏହି ଜଳସେବାକୁ ଉତ୍ସର୍ଗ କରି ମଧୁର ଜଳର ଯଥେଷ୍ଟ ସଂରକ୍ଷଣ କରିବାକୁ ଉପଦେଶ ଦେଇଥିଲେ । ଆଜି …

Read More »

ସହୀଦ ଦିବସରେ “ପାରାଦୀପ ୟୁନିଟ୍ ଟ୍ରଷ୍ଟ” ପକ୍ଷରୁ ରକ୍ତଦାନ ଶିବିର

ପାରାଦୀପ ୨୩/୦୩/୨୦୨୧(ଓଡ଼ିଶା ସମାଚାର)- ଭାରତର ମହାନ ସ୍ୱାଧିନତା ସଂଗ୍ରାମୀ ସହୀଦ୍ ଭଗତ ସିଂହ, ସୁଖଦେବ, ରାଜଗୁରୁଙ୍କ ୯୦ତମ ସହୀଦ ଦିବସ ପରିପ୍ରେକ୍ଷୀରେ ପାରାଦୀପର ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପାରାଦୀପ ୟୁନିଟ୍ ଟ୍ରଷ୍ଟ” ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମଙ୍ଗଳବାର ଦିନ ମଧୁବନସ୍ଥିତ ଜିଜେଏଆଇ କଲୋନୀର ଭାଗବତ ମୈଦାନ ଠାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ପାରାଦୀପର ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ …

Read More »

ବିବାହିତ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ପାରାଦୀପ ୨୩/୦୩/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ଜିଜେଆଇ କଲୋନୀ ର ଏକ ଘର ମଧ୍ୟରୁ ଜନୈକ ବିବାହିତ ଯୁବକଙ୍କ ମୃତ ଦେହ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ମଙ୍ଗଳବାର ଦିନ ପୋଲିସ୍ ଉଦ୍ଧାର ହୋଇଛି । ଘଟଣାରୁ ପ୍ରକାଶ ଯେ, ପାରାଦୀପ ଜିଜେଆଇ କଲୋନୀ ରେ ରହୁଥିବା କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ କଂଟିଶାଳ ଗ୍ରାମର ଶିଶିର ଜେନା(୩୭) ଙ୍କ ର ମୃତ ଦେହ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ପରିବାର ଲୋକ । ଏ ସଂପର୍କରେ ପୋଲିସ ଖବର …

Read More »