Friday , March 31 2023

Recent Posts

ଚାଷୀ ସଂଗଠନର କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ବାଲିଗୁଡାରେ ସଫଳ  

ବାଲିଗୁଡା, ୨୭/୦୩/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ବିରୋଧରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସମର୍ଥନ ଜଣାଇ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବାଲିଗୁଡା ସମେତ ଆଖପାଖ ଅଞ୍ଚଳ ତୁମୁଡିବନ୍ଧ, କୋଟଗଡ,କ.ନୂଆଗାଁ,ରାଇକିଆ, ଟିକାବାଲି, ଜି.ଉଦୟଗିରି ବ୍ଲକ କଂଗ୍ରେସ ପକ୍ଷରୁ ମଧ୍ୟ ପୂର୍ଣ୍ଣ ସମର୍ଥନ ଜଣାଇ ଦୋକାନ ବଜ଼ାର ବନ୍ଦ ରହିବା ସହ …

Read More »

ବହୁ ଚର୍ଚ୍ଚିତ ମାସ୍କ, ସାନିଟାଇଜର ଓ ପିପିଇ କିଟ୍ କିଣା ଦୁର୍ନୀତିରେ ମାନ୍ୟବର ଲୋକାୟୁକ୍ତଙ୍କ ତିନିଜଣିଆ ଖଣ୍ଡପୀଠର ଚୂଡ଼ାନ୍ତ ଶୁଣାଣୀ

ଭୁବନେଶ୍ୱର, ୨୭/୦୩/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ଔଷଧ ନିଗମ କୋଭିଡ୍- ୧୯ର ମୁକାବିଲା ଲାଗି ଉଦ୍ଧିଷ୍ଟ ସାମଗ୍ରୀ ପିପିଇ କିଟ୍, ସାନିଟାଇଜର ଓ ମାସ୍କ କିଣାରେ ବ୍ୟାପକ ଅନିୟମିତତାର ନିରପେକ୍ଷ ତଦନ୍ତ ପାଇଁ ଗତ ଜୁନ୍ ୮ ତାରିଖରେ ସର୍ବପ୍ରଥମେ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମାନ୍ୟବର ଲୋକାୟୁକ୍ତଙ୍କ ନିକଟରେ ଯେଉଁ ମାମଲା ଦାୟର କରାଯାଇଥିଲା ସେଥିରେ ବିଭିନ୍ନ ବିଭାଗ ସଚିବଙ୍କ ସହିତ ରାଜ୍ୟ ମୁଖ୍ୟ ଶାସନ ସଚିିବଙ୍କୁ ପକ୍ଷଭୁକ୍ତ କରିବା ପାଇଁ ଅନୁରୋଧ କରାଯାଇଥିଲା । ଯାହାର କେସ୍ ନମ୍ବର ଖଣ-୫୮୩/୨୦୨୦ । ପୂର୍ବରୁ …

Read More »

ବିଳାସିନୀ ପୃଷ୍ଟି ଙ୍କୁ ରାଜ୍ୟସ୍ତରୀୟ କବିତା ସମ୍ମାନ ଓ ସାରସ୍ୱତ ସମ୍ବର୍ଦ୍ଧନା

ଭୁବନ,୨୭/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନର ବିଶିଷ୍ଟ କବୟିତ୍ରୀ ଶ୍ରୀମତୀ ବିଳାସିନୀ ପୃଷ୍ଟି ଙ୍କୁ ରାଜ୍ୟସ୍ତରୀୟ କବିତା ସମ୍ମାନ -୨୦୨୧ ଓ ସାରସ୍ୱତ ସମ୍ବର୍ଦ୍ଧନା ଦିଆଯାଇଛି ।  କଟକ ସହିଦ୍ ଭବନ ଠାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତିଏକାଡେମୀ ଓ ଅଗ୍ନିସ୍ଫୁଲିଙ୍ଗ ତରଫରୁ ରାଜ୍ୟସ୍ତରୀୟ କବି,ଲେଖକ,କଳାକାର ସମାବେଶକବିତା ପାଠୋତ୍ସବ,ସଙ୍କଳନ ଉନ୍ମୋଚନ ଏବଂ ସାରସ୍ୱତ ସମ୍ବର୍ଦ୍ଧନା ୨୦୨୧ ଅବସରରେ ପୂର୍ବତନ ସାଂସଦ ତଥା ବିଶିଷ୍ଟ କବି ଡଃ ପ୍ରସନ୍ନ ପାଟ୍ଟସାଣୀ ମୁଖ୍ୟଅତିଥି ଭାବେ ଯୋଗଦେଇ  କବୟିତ୍ରୀ ଶ୍ରୀମତୀ ବିଳାସିନୀ ପୃଷ୍ଟି ଙ୍କୁ ପୁଷ୍ପଗୁଚ୍ଛ,ଉତରୀୟ ଓ ପ୍ରଶଂସାପତ୍ର ପ୍ରଦାନ କରି  ସମ୍ମାନୀତ …

Read More »