Friday , July 1 2022
Breaking News

Recent Posts

ଡିଏମଏଫ ସ୍କଲାରଶିପ ପାଇଁ ପ୍ରଧାନଶିକ୍ଷକଙ୍କ ସମ୍ମିଳନୀ

କେନ୍ଦୁଝର, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲା ହାଟଡିହି ବ୍ଳକ ହାଟଡିହି ହାଇସ୍କୁଲରେ ବ୍ଲକର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଇଓ କପିଳେନ୍ଦ୍ର ମିଶ୍ର, ଡିପିସି ପୂର୍ଣ୍ଣଚନ୍ଦ୍ର ସେଠୀ, ତହସିଲଦାର ଗାୟତ୍ରୀ ସୋରେନ, ବିଇଓ ଶରତ କୁମାର ରାଉତ, ଏବିଇଓ ବିନୋଦ କୁମାର ରାଉତ, ଏବିଇଓ ସୁରଥ ଚନ୍ଦ୍ର ସାହୁ ଓ ସୁରେଶ ଜେନା, ଜନଜାତି ସଂଯୋଜକ ଦୁର୍ଗା …

Read More »

କବୟିତ୍ରୀ ଅମୂଲ୍ୟବାଳା ସମ୍ବର୍ଦ୍ଧିତ

ବାଙ୍କୀ, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)- ବାଙ୍କୀ ଚର୍ଚ୍ଚିକାସାହି ତଥା ଚର୍ଚ୍ଚିକା ନୋଡାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅମୂଲ୍ୟବାଳା ପଟ୍ଟନାୟକ ନିଜର ସ୍ୱରଚିତ କବିତା ଓ ସୁଲଳିତ ସଙ୍ଗୀତ ପରିବେଷଣ ପାଇଁ କଟକଠାରେ ଆୟୋଜିତ ଏକ ଉତ୍ସବରେ ସମ୍ବର୍ଦ୍ଧିତ ହେବା ସହ ମାନପତ୍ର ଓ ଉପଢୌକନ ଗ୍ରହଣ କରିଛନ୍ତି । କଳ୍ପନା ସାହିତ୍ୟ ସାଂସ୍କୃତିକ ଓ ସାମାଜିକ ସଂସଦପକ୍ଷରୁ ୧୪ତମ ସାଂସ୍କୃତିକ ସମାରୋହରେ ଶ୍ରୀରାମଚନ୍ଦ୍ର ଭବନଠାରେ ଆୟୋଜିତ ଉତ୍ସବରେ ତାଙ୍କୁ ସୁସାହିତ୍ୟିକା …

Read More »

ହରିଚନ୍ଦନପୁରରେ ବ୍ଲକସ୍ତରୀୟ ଦକ୍ଷିତାଭିତିକ କାଉନସେଲିଂ ଶିବିର

କେନ୍ଦୁଝର, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)- ହରିଚନ୍ଦନପୁର ବ୍ଲକର ସ୍ଥାନୀୟ ହାଇସ୍କୁଲ ପ୍ରାଙ୍ଗଣରେ ବ୍ଲକସ୍ତରୀୟ ଦକ୍ଷତା ଭିତିକ କାଉନସେଲିଂ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଂଚଳର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ ଦକ୍ଷତା ବିକାଶ ପାଇଁ ସୋମବାର ଆୟୋଜିତ କାଉନସେଲିଂ ଶବିରକୁ ଏବିଡ଼ିଓ ବିପ୍ରଚରଣ ପ୍ରଧାନ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓରମାସର ଡ଼ିପିଏମ ସ୍ୱପନ ଗୋସ୍ୱାମୀ ଡ଼ିସି ସୋନପ କୁମାର ଟପୋ ପିଇଓ ସିବାଷିଶ ପ୍ରଧାନ ବିପିଏମ୍ …

Read More »