Wednesday , May 18 2022
Breaking News

Recent Posts

ଓଡ଼ିଶାର ତିନୋଟି ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା – ଜୁଲାଇ ୫ ରେ ନିର୍ବାଚନ

  ଭୁବନେଶ୍ୱର, ୧୮/୦୬/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ଓଡ଼ିଶାର ତିନୋଟି ରାଜ୍ୟସଭା ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ  । ଜୁନ ୨୫ ତାରିଖ ରେ ନାମାଙ୍କନ ପତ୍ର ଦାଖଲ ର ଶେଷ ଦିବସ ହୋଇଥିବାବେଳେ  ଜୁଲାଇ ୫ ରେ ନିର୍ବାଚନ ନିର୍ବାଚନ ହେବ । ଜୁନ୍ ୨୬ ତାରିଖରେ ନାକାଙ୍କନ ପତ୍ର ଯାଂଚ, ୨୮ ତାରିଖରେ …

Read More »

ସଂକ୍ଷେପରେ ତାଜା ଖବର : ପତ୍ନୀକୁ କିରୋସିନୀ ଢ଼ାଳି ପୋଡ଼ି ମାରିଦେଲା ସ୍ୱାମୀ

  ଆନନ୍ଦପୁର,୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ପତ୍ନୀକୁ କିରୋସିନୀ ଢ଼ାଳି ପୋଡ଼ି ମାରିଦେଲା ସ୍ୱାମୀ । ଏଭଳି ଘଟଣା ଘଟିଛି ମହୁଲଡ଼ିହା ଥାନା ଅନ୍ତର୍ଗତ କୋଇଲିପାଳ ଗାଁ ରେ । ଗତକାଲି ବିଳମ୍ବିତ ରାତିରେ ପ୍ରଫୁଲ ନାଏକ ତାଙ୍କ ପତ୍ନୀ ଲିଜା ଦେହରେ କିରୋସିନୀ ଢ଼ାଳି ନିଆଁ ଲଗାଇ ଦେଇ ଫେରାର ହୋଇଯାଇଛନ୍ତି । ଲିଜାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡ଼ିକାଲ ରେ ଭର୍ତି କରାଯାଇଥିଲା । ଆନନ୍ଦପୁର ହସପିଟାଲରେ ଲିଜାଙ୍କର …

Read More »

ସଂକ୍ଷେପରେ ତାଜା ଖବର : ଦେଢ଼କୋଟି ଟଙ୍କାର ବ୍ରାଉନସୁଗାର ଜବତ – ୪ ଗିରଫ

ବାଲେଶ୍ୱର,୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ଅବକାରୀ ବିଭାଗର ଭ୍ରାମ୍ୟମାଣ ସ୍କ୍ୱାର୍ଡ଼ ଓ ସହଦେବଖୁଂଟା ପୋଲିସ୍ ଚଢ଼ାଉ କରି ଫୁଲାରୀପଚା ଛକ ରୁ ଦେଢ଼କେଜି ଓଜନର ବ୍ରାଉନସୁଗାର ଜବତ କରିଛନ୍ତି । ସମ୍ପୃକ୍ତ ୪ ଜଣଙ୍କୁ ମଧ୍ୟ ଗିରଫ କରିଛନ୍ତି । ଜବତ ବ୍ରାଉନସୁଗାରର ମୂଲ୍ୟ ଦେଢ଼କୋଟି ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ କହିଛନ୍ତି । ଓଡ଼ିଶା ସମାଚାର

Read More »