Saturday , December 3 2022
Breaking News

Recent Posts

ପକ୍ଷୀ ସୁରକ୍ଷା ପାଇଁ ସଚେତନତା ସଭା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ

ନିରାକାରପୁର/ ଟାଙ୍ଗୀ, ୨୭/୧୧/୨୦୨୨(ଓଡ଼ିଶା ସମାଚାର)- ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ଯୋଗୁଁ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡୁଛି। ଆଉ ପକ୍ଷୀ ଶିକାର ବଢୁଛି। ଏହାକୁ ସୁରକ୍ଷା ପାଇଁ ଶପଥ ପାଠ ଗ୍ରହଣ କରାଯାଇଥିଲା ମୁକ୍ତେଶ୍ଵର ବିଦ୍ୟାଳୟରେ। ଏହି କାର୍ଯ୍ୟକ୍ରମରେ ୱାଇଲ୍ଡ ଲାଇଫ ରେଞ୍ଜର ଚୂଡ଼ାମଣି ମୁର୍ମୁ, ଡେପୁଟି ରେଞ୍ଜର ଅଜୟ କୁମାର ହରିଚନ୍ଦନ, ବନକର୍ମଚାରୀ ସୁଜିତ୍ କୁମାର ବେହେରା, ଆଲୋକ ବେହେରା, ଗୀତାଞ୍ଜଳି ପ୍ରଧାନ,ଭାନୁମତୀ ବେହେରା, ସରପଂଚ ସୁଜିତ୍ ହାଲଦାର , ପ୍ରଧାନ ଶିକ୍ଷୟତ୍ରୀ ଲିଲିପ୍ରା ଜେନା, ଶିକ୍ଷକ ମାଧବ ମହାରଣା ଓ ବାଙ୍କନିଧି …

Read More »

କମାଗୁରୁ ଜୁନିୟର କଲେଜ ରେ ସମ୍ବିଧାନ ଦିବସ ପାଳିତ

ନିରାକାରପୁର, ୨୭/୧୧/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କମାଗୁରୁ ସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଅତିଥିଭାବେ ଶିକ୍ଷାବିତ୍ ଗୋଦାବରୀ ସାହୁ, ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପିକା ଡ. ରେଣୁବାଳା ସାମନ୍ତରାୟ, ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଭାରତର ସମ୍ବିଧାନ ଓ ତାର ପ୍ରଣେତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଅଧ୍ୟାପକ ଜମ୍ବେଶ୍ଵର ଜୁଝାରସିହ …

Read More »

ଦେଶରେ ଖାଲି ପଡ଼ିଥିବା ୬୦ ଲକ୍ଷ ସରକାରୀ ପଦବୀ ପୂରଣ ଓ ଚଳିତ ସଂସଦରେ ରୋଜଗାର ଆଇନ ପାରିତ କରାଯାଉ

ଭୁବନେଶ୍ୱର, ୨୬/୧୧/୨୦୨୨(ଓଡ଼ିଶା ସମାଚାର)- ଭୁବନେଶ୍ୱର ମାଷ୍ଟର କ୍ୟାନଟିନ୍ ଛକଠାରେ ସଂଯୁକ୍ତ ରୋଜଗାର ଆନ୍ଦୋଳନ ସମିତି ପକ୍ଷରୁ ଦେଶରେ ଖାଲି ପଡ଼ିଥିବା ୬୦ ଲକ୍ଷ ସରକାରୀ ପଦବୀକୁ ପୂରଣ କରିବା ଏବଂ ବେରୋଜଗାର ସମସ୍ୟାର ସମାଧାନ ପାଇଁ ରାଷ୍ଟ୍ରୀୟ ବେରୋଜଗାର ଆଇନ ପ୍ରଣୟନ କରିବା ଦାବିରେ ବିକ୍ଷୋଭ ପ୍ରଦଶର୍ନ କରାଯାଇଥିଲା । ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଦେଶରେ ବେକାରୀ ସମସ୍ୟା ଚରମ ସୀମାରେ ରହିଛି । ଏପରି ପରିସ୍ଥିତିରେ ଜଣେ ବ୍ୟକ୍ତି କିପରି ନିଜ ପରିବାରର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ରକ୍ଷଣା ବେକ୍ଷଣର ଯତ୍ନ …

Read More »