Thursday , December 1 2022
Breaking News

Recent Posts

ପ୍ରସିଦ୍ଧ ଓଳକଣା ମେଲଣ ପାଇଁ ଅନୁମତି ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡା, ୦୪/୦୩/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧ ଓଳକଣା ମେଲଣ ପାଇଁ ଅନୁମତି ପ୍ରଦାନ କରାଯିବାକୁ ଜିଲ୍ଲାପାଳଙ୍କୁ ଓଳକଣା ମେଲଣ ସମନ୍ୱୟ କମିଟି ପକ୍ଷରୁ ନିବେଦନ କରାଯାଇଛି । ପୂର୍ବ ପରମ୍ପରା ଅନୁଯାଇ ଶ୍ରୀ ଶ୍ରୀ ହରିହରଜୀଉଙ୍କ ପୁରାଣ ପ୍ରସିଦ୍ଧ ପବିତ୍ର ଓଳକଣା ମେଲଣା ଫାଲଗୁନ ଶୁକ୍ଳ ଚର୍ତୁଦର୍ଶୀ ତିଥୀରେ ଆସନ୍ତା ମାର୍ଚ୍ଚମାସ ୨୭ତାରିଖ ସନ୍ଧ୍ୟାରୁ ରବିବାର ସକାଳ ଅବଧି ମଧ୍ୟରେ ଅନୁଷ୍ଠିତ ହେବ । ଏହି ଦେବ ଆଶିର୍ବାଦ ଭରା ଅଲୌକିକ ପାରମ୍ପରିକ ମେଲଣ ପ୍ରଭୁ ହରିହରଜୀଉ ଓ ଭକ୍ତ ବିଦୂରଙ୍କ ମେଲଣ ଓଡିଆ ସଂସ୍କୃତି …

Read More »

ଗରାପୁର ଶିବାନନ୍ଦ ଆଶ୍ରମରେ ଶ୍ରୀ ବିଷ୍ଣୁ ମହାଯଜ୍ଞ ପୂର୍ଣ୍ଣାହୁତି ଅନୁଷ୍ଠିତ

କେନ୍ଦ୍ରାପଡା, ୦୪/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ କୋଭିଡ ଯୋଦ୍ଧା ସ୍ୱାସ୍ଥ୍ୟ ବିଭାଗର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ,କର୍ମଚାରୀ,  ପୋଲିସ ଅଧିକାରୀ ଓ କର୍ମଚାରୀ ଏବଂ ସାମ୍ବାଦିକମାନଙ୍କ କଲ୍ୟାଣ ନିମନ୍ତେ ଅନୁଷ୍ଠିତ ବିଶ୍ୱ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞର ପୂର୍ଣ୍ଣାହୁତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରୋହିତ ରବି ନାରାୟଣ ମହାପାତ୍ର ଓ ସାଥିମାନଙ୍କ ଦ୍ୱାରା ଉଚାରିତ  ପବିତ୍ର ମନ୍ତ୍ର ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା । ଏହି ଉପଲକ୍ଷେ ଶ୍ରୀ ମା ଦିବ୍ୟ ସ୍ୱରୂପାନନ୍ଦଙ୍କ ପୈାରହିତ୍ୟରେ …

Read More »

କେନ୍ଦ୍ରାପଡା ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଗୁଣାତ୍ମକ ମାନ ସମ୍ପର୍କରେ ଏକ ମେଗା ଆଲୋଚନାଚକ୍ର

କେନ୍ଦ୍ରାପଡା, ୦୪/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ପରିସରରେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଓ ଶୈକ୍ଷିକ ଗୁଣାତ୍ମକ ମାନ ସମ୍ପର୍କରେ ଏକ ମେଗା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ନିକିରାଇ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୂର୍ଯ୍ୟମଣୀ ପଣ୍ଡାଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ଅମରବର ବିଶ୍ୱାଳ ଯୋଗଦେଇଥିଲେ । ଶିକ୍ଷା ବ୍ୟବସ୍ଥାରେ କିଭଳି ପ୍ରତ୍ୟେକଟି ବିଦ୍ୟାଳୟରେ ଶୈକ୍ଷିକ ପଦ୍ଧତି ଉନ୍ନତ ମାନର ହୋଇପାରିବ, ଯେଉଁ ଛାତ୍ରଛାତ୍ରୀମାନଙ୍କର …

Read More »