Thursday , December 1 2022
Breaking News

Recent Posts

ପାରାଦୀପ ବାର୍ ଆସୋସେସନର ସାଧାରଣ ପରିଷଦ ବୈଠକ ଆୟୋଜିତ

ପାରାଦୀପ ୦୫/୦୩/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଠାରେ ନବ ଗଠିତ ପାରାଦୀପ ବାର୍ ଆସୋସିଏସନ୍ ର ସାଧାରଣ ପରିଷଦ ବୈଠକ ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି । ରାଜ୍ୟ ସରକାର ଙ୍କ ଦ୍ୱାରା ୨୦୧୬ ମସିହାରେ ପଂଜୀକୃତ ହୋଇଥିଲା ଏହି ସଂଘ । ପରେ ଓଡିଶା ଷ୍ଟେଟ ବାର୍ କାଉନସିଲ ର ସ୍ୱିକୃତି ପାଇଁ ଆବେଦନ କରାଯାଇଥିଲା । ଚଳିତ ବର୍ଷ ଏହି ସଂଘ କୁ ଓଡିଶା ଷ୍ଟେଟ ବାର୍ କାଉନସିଲ  ସ୍ୱିକୃତି ପ୍ରଦାନ କରିଛନ୍ତି । ତଦନୁଯାୟୀ ଆସନ୍ତା ୬ ତାରିଖ ରୁ ନିର୍ବାଚନ …

Read More »

ପାରାଦୀପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୫ ତମ ଜନ୍ମ ଜୟନ୍ତି ପାଳିତ

ପାରାଦୀପ ୦୫/୦୩/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବିଜୁ ପଟ୍ଟନାୟକ ମେମୋରିଆଲ୍ ଟ୍ରଷ୍ଟ ପକ୍ଷ ରୁ ମହାନ ଜନ ନାୟକ ବିଜୁ ପଟ୍ଟନାୟକ ଙ୍କ ୧୦୫ ତମ ଜୟନ୍ତି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ରେ ଆୟୋଜିତ ହୋଇଯାଇଛି । ଏହି ଅବସର ରେ ବିଭିନ୍ନ ଓାର୍ଡ ରେ ସଫେଇ, ବୃକ୍ଷ ରୋପଣ, ବିଜୁ ବାବୁ ଙ୍କ  ପ୍ରତିମୂର୍ତୀ ରେ ମାଲ୍ୟାର୍ପଣ ହୋଇଥିଲା । ଅପରାହ୍ନ ରେ ଟ୍ରଷ୍ଟ ପରିସର ରେ ଏକ ସ୍ମୃତି ସଭା ଆୟୋଜିତ ହୋଇଥିଲା । ଏହି ସଭା ରେ ମୁଖ୍ୟ ଅତିଥି ଭାବେ …

Read More »

୧୮ତମ ଜାତୀୟ ନାଟକ ମହୋତ୍ସବ  କ୍ୟାନଫେଷ୍ଟ-୨୦୨୧ ଉଦଘାଟିତ

ପାରାଦ୍ୱୀପ ୦୫/୦୩/୨୦୨୧(ଓଡ଼ିଶା ସମାଚାର)- ୧୮ତମ ଜାତୀୟ ନାଟକ ମହୋତ୍ସବ -୨୦୨୧ ମାର୍ଚ୍ଚ ୫ତାରିଖ ଶୁକ୍ରବାର ସଂନ୍ଧ୍ୟାରେ ପାରାଦ୍ୱୀପର ଜୟଦେବ ସଦନ ଠାରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ମୁଖ୍ୟ ଅତିଥି ରୁପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଇଫକୋ ବରିଷ୍ଠ ପ୍ରବନ୍ଧକ(ଅର୍ଥ) ସୁରେଶ ଗୋଏଲ୍ ଓ କ୍ୟାନମାସ୍ ସଭାପତି ଅତୁଲ୍ୟ କୁମାର ମହାପାତ୍ର ଅତିଥି ଭାବେ ଯୋଗଦେଇ ଏହି ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ । …

Read More »