Thursday , December 1 2022
Breaking News

Recent Posts

ଆଉ ୭୦ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୦୭/୦୩/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୭୦ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୧ ଜଣ ସଙ୍ଗାୀରଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୨୯ ଜଣ ସ୍ଥାନୀୟ ବାସିନ୍ଦା । ସେମାନଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୧ଜଣ, ବାଲେଶ୍ୱର ଜିଲ୍ଲାରୁ ୬ଜଣ, ବରଗଡ଼ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୩ଜଣ, ଦେଓଗଡ଼ ଜିଲ୍ଲାରୁ ୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ଜଣ, ଯାଜପୁର ଜିଲ୍ଲାରୁ ୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨ଜଣ, କେନ୍ଦୁଝର ଜିଲ୍ଲାରୁ …

Read More »

ନିରାକାରପୁର ହାଇସ୍କୁଲ୧୯୯୭ ମସିହା ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ନିରାକାରପୁର, ୦୭/୦୩/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜାଜପୁର ତୋଟା ଭଗବତୀ ମନ୍ଦିର ପ୍ରାଙ୍ଗଣରେ ନିରାକାରପୁର ହାଇସ୍କୁଲର ୧୯୯୭ ମସିହା ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଯାଇଛି । ଏହି ଅବସରରେ ଅତିଥିଭାବେ ଶିକ୍ଷକ ଗଦାଧର ତ୍ରିପାଠୀ, ଚକ୍ରଧର ମିଶ୍ର, ଗଙ୍ଗାଧର ପଟ୍ଟନାୟକ, ଦେବନାରାୟଣ ହୋତା ଓ ଉମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ଏହି ବ୍ୟାଚର ଛାତ୍ରଛାତ୍ରୀମାନେ ଯିଏ ଯେଉଁ ସ୍ତରରେ ଥିଲେ ବି ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବା ସହ ଅସୁବିଧାରେ ପଡ଼ିଥିବା ସହପାଠୀମାନଙ୍କୁ ମିଳିତଭାବେ ସହଯୋଗର ହାତ …

Read More »

ପୂର୍ବ ଶତ୍ରୁତାକୁ ନେଇ ପଡ଼ୋଶୀଙ୍କ ଗୁଳିରେ ଯୁବକଙ୍କ ମୃତ୍ୟୁ

ସୋନପୁର, ୦୭/୦୩/୨୦୨୧(ଓଡ଼ିଶା ସମାଚାର)-: ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଟିକ୍ରାପଡାରେ ପୂର୍ବ ଶତ୍ରୁତାକୁ ନେଇ ଏକ ଗୁଳିକାଣ୍ଡ ଘଟିଛି। ଘରେ ପଶି ଜଣେ ଯୁବକଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଜଣେ ପଡୋଶୀଙ୍କୁ ସୁବଳୟା ପୁଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ମିଳିଥିବା ସୂଚନାରୁ ପ୍ରକାଶ ଯେ, କିଛି ଦିନ ତଳେ କୌଣସି ଏକ ମାମଲାକୁ ନେଇ ଟିକ୍ରାପଡା ଗ୍ରାମର ବବଲୁ ମେହେର(୨୯) ଓ ତାଙ୍କ ପଡୋଶୀ ମୁରଲି ମେହେର (୩୫)ଙ୍କ ମଧ୍ୟରେ ଉଚବାଚ ହୋଇଥଲା। ପରେ ଏହା …

Read More »