Thursday , December 1 2022
Breaking News

Recent Posts

ତାଜା ଖବର : ଯୁବକ ଓ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଗଜପତି ୦୭/୦୩/୨୦୨୧(ଓଡ଼ିଶା ସମାଚାର)- ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ କାଣ୍ଟ୍ରାଗଡା ପଞ୍ଚାୟତର ଆରିବା ଗାଁ  ରେ ଜଣେ ଯୁବକ ଓ ଯୁବତୀଙ୍କ   ମୃତ ଦେହ  ଉଦ୍ଧାର କରାଯାଇଛି। ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା   ସୂଚନା ମିଳିଛି । ମୃତ ଯୁବକ ଙ୍କ ନାମ ଶ୍ରୀନିବାସ ବୋଲି ସୂଚନା ମିଳିଛି । ଘରେ କେହିନଥିବାବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି । ତଦନ୍ତ ପରେ କାରଣ …

Read More »

ଆନ୍ତର୍ଜାତିକ ମହିଳା ଦିବସ : କୋଭିଡ଼୍ ପରବର୍ତୀ ବିଶ୍ୱରେ ମହିଳା ନେତୃତ୍ୱର ଅୟମାରମ୍ଭ ହେବ

ବ୍ରହ୍ମପୁର, ୦୭/୦୩/୨୦୨୧(ଓଡ଼ିଶା ସମାଚାର)- ମହିଳାମାନେ ସଦାସର୍ବଦା ମଣିଷ ସମାଜର ମଙ୍ଗଳକାରିତାକୁ ଦୃଷ୍ଟିରେ ରଖି ନିଜ ଜୀବଦ୍ଧଶାରେ ଏକ ଉଦାହରଣ ରଖିଥାନ୍ତି ।ମହିଳା ବା ମାତୃଜାତି ସର୍ବଦା ପୂଜନୀୟା । ମା’ର କେହି ତୁଳନା ନାହିଁ । କୋଭିଡ଼୍ ପରବର୍ତୀ ବିଶ୍ୱର ନେତୃତ୍ୱ ନେବାକୁ ମହିଳାମାନେ ସଦାତତ୍ପର ହୋଇ ଉଠିଲେଣି ବୋଲି ଆଜି ସ୍ଥାନୀୟ ମେଡ଼ିକାଲକଲେଜ ପରିସର ନୂତନ ଅଡ଼ିଟୋରିୟମଠାରେ ୱାନ ଷ୍ଟେପ ସେଂଟର ‘ସଖୀ’ଦ୍ୱାରା ଆୟୋଜିତ ବିଶ୍ୱ ମହିଳା ଦିବସ ଉତ୍ସବକୁ ଉଦଘାଟନ କରି ମାନ୍ୟବର ଅତିଥିମାନେ ପ୍ରୋକ୍ତ ମନ୍ତବ୍ୟ ପ୍ରଦାନ କରିଛନ୍ତି ।ଜିଲ୍ଳା …

Read More »

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ତରଫରୁ କର୍ମଚାରୀଙ୍କ ଦ୍ୱାରା ଋଣ ଆଦାୟ ରାଲି

ନିରାକାରପୁର,୦୭/୦୩/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ତରଫରୁ ଆଜି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ,ନିରାକାରପୁର, ନରଣଗଡ଼ ଶାଖା କର୍ମଚାରୀମାନଙ୍କ ଦ୍ୱାରା ଋଣ ପରିଶୋଧ କରିବା ପାଇଁ ଏକ ସଚେତନତା ରାଲି କରାଯାଇଛି । କର୍ମଚାରୀମାନେ ବାଇକରେ ଫ୍ଲାକାର୍ଡ଼ ଲଗାଇ ଗାଁ ଗାଁ ବୁଲି ଠିକ ସମୟରେ ଋଣ ପରିଶୋଧ କରିବା ସହ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଏକ କାଳୀନ ଋଣ ପରିଶୋଧ କରିବା ସୁବିଧା ନେବା ପାଇଁ ଋଣ ନେଇଥିବା ଗ୍ରାହକମାନଙ୍କୁ ବୁଝାଇଥିଲେ । ଆଜି ରାଲି ନିରାକାରପୁର, ଜଙ୍କିଆ, ଓଳସିଂହ, ନରଣଗଡ଼ ପ୍ରମୁଖ …

Read More »