Friday , February 3 2023

Recent Posts

ସମାଜସେବୀଙ୍କ ଜେଜେମା ନିଶାମଣି ବେହେରାଙ୍କ ବିୟୋଗରେ ଶୋକ

କଟକ, ୨୯/୦୫/୨୦୨୧(ଓଡ଼ିଶା ସମାଚାର)-  କଟକ ସଦର ବୟାଳିଶମୌଜ଼ା ଯାଦବ ମହାସଭାର ଉପଦେଷ୍ଟା ସ୍ୱର୍ଗତ ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣା ମହିଳା ନିଶାମଣି ବେହେରା(୭୪)ଙ୍କ ବରାଳ ଗ୍ରାମ ବାସଭବନରେ ପରଲୋକ ଘଟିଛି । ମିଷ୍ଟଭାଷୀ,ମେଲାପି ମହିଳା ସ୍ୱର୍ଗତା ନିଶାମଣୀ ବେହେରାଙ୍କ ଏକାଦଶାହରେ ଅଗ୍ରଣୀ ସାମାଜିକ ସଂଗଠନ ‘ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ’ ଓଡ଼ିଶା(ବିସିଟି),ସରସ୍ବତୀ କଳା ପରିଷଦ’,’ଉତ୍କଳ ବିକାଶ ପରିଷଦ’,ମୁହାଁଣ ସାହିତ୍ୟ ସଂସଦ-ମୁମ୍ବାଇ ପକ୍ଷରୁ ନାଟ୍ୟକାର ଅଶୋକ ପଟ୍ଟନାୟକ,କରୋନା ଯୋଦ୍ଧା ପ୍ରିନ୍ସ ନନ୍ଦ,କବୟିତ୍ରୀ ପ୍ରତିଭା ଶତପଥୀ,ଅଖିଳ ଭାରତୀୟ ଯାଦବ ମହାସଭାର ଯୁବ ସଭାପତି ଇଂ.ପ୍ରଦୀପ  ବେହେରା,ସମାଜସେବୀ ଇଂ.ପ୍ରକାଶ …

Read More »

ଚିତରଞ୍ଜନ ପଣ୍ଡିତଙ୍କ ସ୍ମୃତିରେ  ଶ୍ରଦ୍ଧାଞ୍ଜଳୀ

ନିରାକାରପୁର, ୨୯/୦୫/୨୦୨୧(ଓଡ଼ିଶା ସମାଚାର)- ନିରାକାରପୁର ଶ୍ରୀରାମଦୟା ପରିଷଦ ତରଫରୁ ବରିଷ୍ଠ ସଭ୍ୟ ଚିତରଞ୍ଜନ ପଣ୍ଡିତଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ସଂପାଦକ ଗଙ୍ଗାଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାଗମରେ ଉପସଭାପତି ସତ୍ୟବାଦୀ ବଳବନ୍ତରାୟ, , ଡ଼. ମୃତ୍ୟୁଞ୍ଜୟ ରଥ,  ରମାନାଥ ଦାଶ, ସାରଙ୍ଗଧର ବଳିୟାରସିଂହ,ଲକ୍ଷ୍ମୀଧର ସାମନ୍ତରାୟ, ସର୍ବେଶ୍ୱର ପାହାଡ଼ାସିଂହ, ମହେନ୍ଦ୍ର କୁମାର ନରେନ୍ଦ୍ର ଓ ଅଶୋକ କୁମାର ବାହୁବଳେନ୍ଦ୍ର ଆଦି ଉପସ୍ଥିତ ରହି ସ୍ୱର୍ଗତ ପଣ୍ଡିତଙ୍କ ସ୍ମୃତିଚାରଣ କରି ତାଙ୍କ ଉଦଯୋଗ ଓ ଦାନଶୀଳତା ଉପରେ ଆଲୋକପାତ କରିବା ସହ ସହ ଆତ୍ମାର ସଦଗତି …

Read More »

   ବିରଳ ପ୍ରଜାତିର କାଉ ମଳିପଡ଼ାରୁ ଉଦ୍ଧାର

 ନିରାକାରପୁର, ୨୯/୦୫/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ମଳିପଡ଼ାରୁ ବିରଳ ପ୍ରଜାତିର ଏକ  ଧଳା ରଙ୍ଗର କାଉ ଉଦ୍ଧାର ହୋଇଛି । ଆହତ ଅବସ୍ଥାରେ ଏହି କାଉଟିକୁ ମଳିପଡ଼ା ଗ୍ରାମର ବାଟୁଆ ଜେନା ଓ ଜୁବୁଲି ଖଣ୍ଡୟତରାୟ ଏହାକୁ ଉଦ୍ଧାର କରିଥିଲେ । ପରେ ଖୋର୍ଦ୍ଧା ବନ ବିଭାଗକୁ ଖବର ଦେବାରୁ ସେମାନେ ଆସି ଏହି ବିରଳ ପ୍ରଜାତିର କାଉକୁ ନେଇ ଚିକତ୍ିସା କରୁଥିବାର ଜଣାପଡ଼ିଛି । ଓଡ଼ିଶା ସମାଚାର

Read More »