Sunday , January 29 2023
Breaking News

Recent Posts

ଆଜି ଅପରାହ୍ନ ୪ଟା ସମୟରେ ରାଜ୍ୟବାସୀଙ୍କୁ ବାତ୍ୟା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୪/୦୫/୨୦୨୧(ଓଡ଼ିଶା ସମାଚାର)- ବଙ୍ଗୋପସାଗରରୁ ମାଡ଼ି ଆସୁଛି ‘ୟସ୍’ । ୨୬ରେ ମାଡ଼ ହେବ ଉତ୍ତର ଓଡ଼ିଶା ଉପକୂଳରେ । ବୁଧବାର ପ୍ରାୟ ଅପରାହ୍ନରେ ଚାନ୍ଦିପୁର ପାଖାପାଖି ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗକୁ ମାଡ଼ିଯିବ । ସେତେବେଳକୁ ପବନ ବେଗ ଘଣ୍ଟା ପ୍ରତି ୧୫୫ କିମିରୁ ୧୬୫ କିମି ଛୁଇଁପାରେ । ପବନ ଝଟ୍କା ୧୮୫ କିମି ହୋଇପାରେ । ସୋମବାର ସକାଳେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଥିଲା । ଏବେ ଏହା ବାତ୍ୟାର ରୂପ ନେଇଛି । ଏହା …

Read More »

ଦୁଇ ଦିନ ଅତ୍ୟାବଶ୍ୟକ ଦୋକାନ ଖୋଲିବା ସମୟ ବୃଦ୍ଧି

ଭୁବନେଶ୍ୱର,୨୪/୦୫/୨୦୨୧(ଓଡ଼ିଶା ସମାଚାର)-ଗତ ଶନିବାର ଓ ରବିବାର ଦୁଇ ଦିନ ସଟ ଡ଼ାଉନ୍ ଥିଲା । ଆଜି ସକାଳ ୭ ଟାରେ ଦୋକାନ ଖୋଲିବା ପରେ ଦୋକାନ ବଜାର ରେ ପ୍ରବଳ ଜନଗହଳି ଦେଖାଦେଇଥିଲା । କୋଭିଡ଼ କଟକଣା ନମାନି ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଅତ୍ୟାବଶ୍ୟକ ଜିନିଷ ପତ୍ର ଓ ପରିବା ପତ୍ର କିଣିବା ପାଇଁ ଲୋକମାନେ ହାଟ ବଜାରରେ ଭିଡ଼ ଜମାଇଥିଲେ । ତେବେ ସମ୍ଭାବ୍ୟ ବାତ୍ୟା ୟାସ୍ ର ପ୍ରଭାବ ପଡିବା ପୂର୍ବରୁ ଓଡ଼ିଶାର ଦଶଟି ଜିଲାର ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ …

Read More »

ଆଉ ୧୧,୦୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ- ୩୨ ମୃତ

ଭୁବନେଶ୍ୱର,୨୪/୦୫/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧,୦୫୯ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୧୯୩ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୪,୮୬୬ ଜଣ ସ୍ଥାନୀୟ ବାସିନ୍ଦା । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୫୯ଜଣ, ବାଲେଶ୍ୱର ଜିଲ୍ଲାରୁ ୪୦୦ଜଣ, ବରଗଡ଼ ଜିଲ୍ଲାରୁ ୩୬୭ଜଣ, ଭଦ୍ରକ ଜିଲ୍ଲାରୁ ୩୭୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୬୬ଜଣ, ବୌଦ୍ଧ ଜିଲ୍ଲାରୁ ୨୬୧ଜଣ, କଟକ ଜିଲ୍ଲାରୁ ୧୧୩୩ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୩ଜଣ, ଢେଙ୍କାନାଳ …

Read More »