Thursday , December 1 2022
Breaking News

Recent Posts

କାନକୁଟୁରୁରେ “ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ

ବୁଗୁଡା, ୦୯/୦୩/୨୦୨୧(ଓଡ଼ିଶା ସମାଚାର)- ବୁଗୁଡା ବ୍ଲକ ଅନ୍ତର୍ଗତ ଶଙ୍କୁରୁ ଗ୍ରାମ ପଂଚାୟତର କାନକୁଟୁରୁ ଗ୍ରାମ ଅଙ୍ଗନୱାଡି କେନ୍ଦ୍ର-୧ ରେ “ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶଙ୍କୁରୁ ଗ୍ରାମ ପଞ୍ଚାୟତର ସରପଂଚ ସୁମିତ୍ରା ନାୟକ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କନକୁଟୁରୁ ଗ୍ରାମର ମାତା ରଶ୍ମିତା ରାଉତ ଓ ପିତା ଅନାଦି ରାଉତ ଙ୍କ ଶିଶୁକନ୍ୟାଙ୍କୁ ” ମୋ ଗେହ୍ଲା ଝିଅ ’ ଭାବେ ବନ୍ଦାପନା କରି ସମ୍ମାନିତ କରା ଯାଇଥିଲା । …

Read More »

ଭାରତୀୟ ମହିଳା ଅଧିକାର ଏବଂ ପ୍ରାଣୀ ସୁରକ୍ଷା ସଂଗଠନ ବାଲେଶ୍ୱର ଶାଖା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ବାଲେଶ୍ୱର, ୦୯/୦୩/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ମହିଳା ଅଧିକାର ଏବଂ ପ୍ରାଣୀ ସୁରକ୍ଷା ସଂଗଠନ ବାଲେଶ୍ୱର ଶାଖା ତରଫରୁ ବାଲେଶ୍ୱର ସ୍ଥିତ ଆଜିମାବାଦ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟା ରାଣୀ ପାତ୍ର ଉଦ୍ଧଘାଟନ କରିଥିଲେ ଓ ସଙ୍ଗଠନର ଜିଲ୍ଲା ସଭାପତି ବସନ୍ତ କୁମାର ଭୋଇ ଅତିଥି ମାନଙ୍କୁ ମଂଚ ଆହ୍ୱାନ ଏବଂ ଅତିଥି ପରିଚୟ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନର ସମ୍ପାଦିକା …

Read More »

ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ଦୀପା

ଭୁବନେଶ୍ୱର, ୦୯/୦୩/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲାସ୍ତରରେ ପୁଂଜିନିବେଶକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର ଏକ ଉତ୍ସର୍ଗୀକୃତ ଜିଲ୍ଲା ପୁଂଜିନିବେଶ ପ୍ରୋତ୍ସାହନ ସଂସ୍ଥା (ଦୀପା) ଗଠନ ନିମନ୍ତେ ଘୋଷଣା କରିଛନ୍ତି । ଏହା ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରତିଷ୍ଠା ହେବ । ଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠନ ହେବାକୁ ଥିବା ଏହି ସଂସ୍ଥାରେ ଆରକ୍ଷୀ ଅଧୀକ୍ଷକ, ବନଖଣ୍ଡ ଅଧିକାରୀ ଏବଂ ଅନ୍ୟାନ୍ୟ ଲାଇନ୍ ଡିାର୍ଟମେଂଟ ଅଧିକାରୀ ଭଳି ବରିଷ୍ଠ ପଦାଧିକାରୀମାନେ ସ୍ଥାନ ପାଇବେ । ଜିଲ୍ଲାରେ ପୁଂଜିନିବେଶ ପାଇଁ ସୁଯୋଗ ସୃଷ୍ଟି କରିବା, ପ୍ରକଳ୍ପ ତଦାରଖ ଏବଂ …

Read More »