Thursday , December 1 2022
Breaking News

Recent Posts

ଚକ୍ରୋଡା ପଂଚାୟତରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

କେନ୍ଦ୍ରାପଡା,୦୯/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସରପଂଚ ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଂଚାୟତ ମହିଳା ମହାସଂଘର ଏମବିକେ ରଶ୍ମିତା ନାୟକ, ପଂଚାୟତର ସମସ୍ତ ଅଙ୍ଗନୱାଡିକର୍ମୀ, ଆଶାକର୍ମୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର କର୍ମକର୍ତାମାନେ ଯୋଗଦେଇ ମହିଳା ଦିବସ ପାଳନର ତାତପର୍ଯ୍ୟ, କରୋନା ସଚେତନତା ଓ ମହିଳା ସଶକ୍ତିକରଣ  ସମ୍ପର୍କରେ ଆଲୋଚନା କରିଥିଲେ ।  ଏହି ଅବସରରେ କୋଭିଡ-୧୯ ସମୟରେ ପଂଚାୟତର ଲୋକମାନଙ୍କୁ …

Read More »

ବେଗୁନିଆରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

ବେଗୁନିଆ, ୦୯/୦୩/୨୦୨୧(ଓଡ଼ିଶା ସମାଚାର)- ସ୍ଥାନୀୟ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବେଗୁନିଆ ଶାଖା ପ୍ରାଙ୍ଗଣରେ ସ୍ୱେଚ୍ଛସେବୀ ଅନୁଷ୍ଠାନ ୱିମେନ ଅର୍ଗାନାଇଜେସନ ଫର ସୋସିଆଲ ୱେଲଫାର (ୱିସ୍ୱ) ସହଯୋଗରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି ଅବସରରେ ଖୋରଧା ବିଧାୟକ ଶ୍ରୀ ରାଜେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ମହିଳାଙ୍କ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂକ୍ରାନ୍ତରେ କହିଥିଲେ । ମହିଳାମାନେ ନିଜକୁ ଅବଳା ଦୁର୍ବଳା ନଭାବି …

Read More »

କାନକୁଟୁରୁରେ “ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ

ବୁଗୁଡା, ୦୯/୦୩/୨୦୨୧(ଓଡ଼ିଶା ସମାଚାର)- ବୁଗୁଡା ବ୍ଲକ ଅନ୍ତର୍ଗତ ଶଙ୍କୁରୁ ଗ୍ରାମ ପଂଚାୟତର କାନକୁଟୁରୁ ଗ୍ରାମ ଅଙ୍ଗନୱାଡି କେନ୍ଦ୍ର-୧ ରେ “ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶଙ୍କୁରୁ ଗ୍ରାମ ପଞ୍ଚାୟତର ସରପଂଚ ସୁମିତ୍ରା ନାୟକ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କନକୁଟୁରୁ ଗ୍ରାମର ମାତା ରଶ୍ମିତା ରାଉତ ଓ ପିତା ଅନାଦି ରାଉତ ଙ୍କ ଶିଶୁକନ୍ୟାଙ୍କୁ ” ମୋ ଗେହ୍ଲା ଝିଅ ’ ଭାବେ ବନ୍ଦାପନା କରି ସମ୍ମାନିତ କରା ଯାଇଥିଲା । …

Read More »