Tuesday , September 27 2022
Breaking News

Recent Posts

ଜିଲ୍ଲା ଯୋଜନା ଅଧିକାରୀଙ୍କ ସହ ଉନ୍ନୟନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କଲେ ରାଜନଗର ବିଧାୟକ

କେନ୍ଦ୍ରାପଡା, ୦୫/୦୧/୨୦୨୧ (ଓଡ଼ିଶା ସମାଚାର)- ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ମଙ୍ଗଳବାର ଜିଲ୍ଲା ଯୋଜନା ଓ ପରିସଂଖ୍ୟନ କାର୍ଯ୍ୟାଳୟରେ ପହଁଚି ରାଜନଗର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପ୍ରକଳ୍ପ ଗୁଡିକ କିଭଳି ତ୍ୱରାନ୍ୱିିତ କରାଯାଇ ଅନୁମୋଦନ କରାଯିବ ସେ ସମ୍ପର୍କରେ ଜିଲ୍ଲା ଯୋଜନା ଓ ପରିସଂଖ୍ୟନ ବିଭାଗର ଉପନିର୍ଦେଶିକା ଆର.ସି. ନାୟକଙ୍କ ସହ ଆଲୋଚନା କରିଛନ୍ତି । ସରକାରଙ୍କ ନୂତନ ନିୟମ ଅନୁଯାଇ ବିଧାୟକ ଆଚଂଳିକ ଉନ୍ନୟନ ପାଣ୍ଠିରୁ ପ୍ରଦାନ କରାଯାଇଥିବା ପ୍ରକଳ୍ପ ଗୁଡିକର ତୁରନ୍ତ ଅନୁମୋଦନ କରାଯିବା, …

Read More »

ଭାରତୀୟ ନୌସେନା ଓ ତଟ୍ଟରକ୍ଷକ ପକ୍ଷରୁ ୪୫୫ ପ୍ରଶିକ୍ଷାର୍ଥୀଙ୍କ ସ୍ନାତକ ହାସଲ

ପାରାଦ୍ୱୀପ ୦୫/୦୧/୨୦୨୧ (ଓଡ଼ିଶା ସମାଚାର)- ଭାରତୀୟ ନୌସେନା ଓ ତଟ୍ଟରକ୍ଷକ ୦୧/୨୦୨୦ ବ୍ୟାଚ୍ ର ୪୫୫ଜଣ ପ୍ରଶିକ୍ଷାର୍ଥୀ ମାନେ ୨୦୨୧ ଜାନୁଆରୀ ୫ ତାରିଖରେ ଅନୁଷ୍ଠିତ ଏକ ଆକର୍ଷଣୀୟ ପାସିଙ୍ଗ ଆଉଟ୍ ପେରେଡ୍ ରେ ଆଇଏନଏସ୍ ଚିଲିକାରୁ ସ୍ନାତକ ହାସଲ କରିଥିଲେ । ଏହା ପ୍ରାରମ୍ଭିକ ପ୍ରଶିକ୍ଷକ ଅନୁଷ୍ଠାନର ୧୨ ସପ୍ତାହ କୃତକାର୍ଯ୍ୟ ପ୍ରଶିକ୍ଷଣର ଅଂଶବିଷେଶ । ଭାଇସ୍ ଆଡମିରାଲ୍ ଏ.କେ.ଚାୱଲା ଏହି କାର୍ଯ୍ୟକ୍ରମର ସମୀକ୍ଷା କରି ସ୍ମାର୍ଟ ଡ୍ରିଲ୍ ଓ ଗତିବିଧି ପାଇଁ ପ୍ରଶିକ୍ଷାର୍ଥୀ ଓ ପ୍ରଶିକ୍ଷକ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । …

Read More »

ପାରାଦ୍ୱୀପ ବନ୍ଦର ପକ୍ଷରୁ ବିଶ୍ୱସ୍ତରୀୟ ଆଇଏଫକୁ୍ୟ ଆହ୍ୱାନ

ପାରାଦ୍ୱୀପ ୦୫/୦୧/୨୦୨୧ (ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପର ସଂକ୍ରାନ୍ତ କ୍ୟାବିନେଟ କମିଟି ଦ୍ୱାରା ଅନୁମୋଦନ ହେବାର ୪ଦିନ ମଧ୍ୟରେ ପାରାଦ୍ୱୀପ ବନ୍ଦର ପଶ୍ଚିମ ଜେଟିର ବିକାଶ ସମେତ ଆଭ୍ୟନ୍ତରିଣ ପୋତାଶ୍ରୟର ଗଭୀର ଖନନ ଓ ଉନ୍ନତିକରଣ ପାଇଁ ବିଶ୍ୱସ୍ତରୀୟ ଆଇଏଫ୍କୁ୍ୟ (ଯୋଗ୍ୟତା ପାଇଁ ଅନୁରୋଧ) ଆହ୍ୱାନ କରିଛି । ଏହି ପ୍ରକଳ୍ପ ସରକାରୀ ଓ ଘରୋଇ ସହଭାଗିତା ଭିତିରେ ନିର୍ମାଣ, ପରିଚାଳନା ଓ ହସ୍ତାନ୍ତର ଆଧାରରେ କାର୍ଯ୍ୟକାରୀ କରାଯିବ । ଟେଣ୍ଡର ଦାଖଲର ଶେଷ ତାରିଖ ୧୮ …

Read More »