Thursday , December 1 2022
Breaking News

Recent Posts

ବ୍ରାଉନ୍ ସୁଗାର ବିକ୍ରି କରୁଥିବା ବେଳେ ଦୁଇ ମହିଳା ଗିରଫ – ୧୫ ଗ୍ରାମ ବ୍ରାଉନ୍ ସୁଗାର ଜବତ

ପାରାଦୀପ,୦୯/୦୩/୨୦୨୧(ଓଡ଼ିଶା ସମାଚାର)- ଗତ କିଛି ଦିନ ତଳେ ପାରାଦୀପ ଉପକଣ୍ଠ ଭୁତୁମୁଣ୍ଡାଇ ନିକଟରୁ ଜଣେ ବ୍ୟକ୍ତି ବ୍ରାଉନ୍ ସୁଗାର ବିକ୍ରି କରୁଥିବା ବେଳେ ଗିରଫ ହେବାର ର ଅଳ୍ପ ଦିନ ବ୍ୟବଧାନ ରେ ସୋମବାର ଦିନ ୧୫ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ ହୋଇଛି । ଏହି କାରବାର ରେ ଦୁଇ ଜଣ ମହିଳା ଗିରଫ ହୋଇଛନ୍ତି । ପାରାଦୀପଗଡ ଇଲେକ୍ଟ୍ରି ଅଫିସ ପାଖ ଓ ନରେନ୍ଦ୍ରପୁର ରାସ୍ତା ପାଖ ରୁ ଏହି ଦୁଇ ମହିଳା ଙ୍କୁ ଗିରଫ କରିଛି ପାରାଦୀପ ଅବକାରୀ ବିଭାଗ …

Read More »

କାମେଶ୍ୱର ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ 

ଗରଦପୁର, ୦୯/୦୩/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ଜିରାଳସ୍ଥିତ ପ୍ରସିଦ୍ଧ କାମେଶ୍ୱର ମହାଦେବ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଗତ କାଲି ଠାରୁ ଯଜ୍ଞ ମଣ୍ଡପ ଶୋଧନ କରାଯାଇ ଯଜ୍ଞର ଅଙ୍କରା ରୋପଣ କରାଯାଇଥିଲା । ଆଜି ତିକନପୁର, ରାମଚନ୍ଦ୍ରପୁର ଓ ନଡ଼ିଆ ବରାଇ ପଂଚାୟତର ବିଭିନ୍ନ ଗ୍ରାମରୁ ଶତାଧିକ ମହିଳା ଯଜ୍ଞ ଉପଲକ୍ଷେ ହୋଇଥିବା କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ନିକଟସ୍ଥ ପହଣା – ପନ୍ଦିଆ ଗ୍ରାମର ଚିତ୍ରୋତ୍ପଳା ନଦୀ କୂଳରେ ବ୍ରାହ୍ମଣ ପଣ୍ଡିତମାନେ ପୂଜା …

Read More »

ଗାଡ଼ି ଡ଼ିକିରୁ ୨୦ ହଜାର ଟଙ୍କା ଚୋରୀ

ଗରଦପୁର, ୦୯/୦୩/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ମାହାଳ ବଜାରରୁ ଏକ ବାଇକ ର ଡ଼ିକି ଭାଙ୍ଗି ୨୦ ହଜାର ଟଙ୍କା ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।  ପୋଲିସ ସୂତ୍ରରୁ ମିଳିଥିବା ଅଭିଯୋଗରୁ ପ୍ରକାଶ ଯେ ସ୍ଥାନୀୟ ଜଇପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ସ୍ୱାଇଁ ଆଜି ନିକଟସ୍ଥ ମାହାଳ ର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାକୁ ଯାଇ ସ୍କୁଲ ମଧ୍ୟାହ୍ନ ଭୋଜନ ଏକାଉଂଟରୁ ୨୫ ହଜାର ୪୮୦ ଟଙ୍କା ଉଠାଇଥିଲେ ।  ସେଥିରୁ ୨୦ ହଜାର ଟଙ୍କା …

Read More »