Thursday , December 1 2022
Breaking News

Recent Posts

ଦୋକାନ ଖୋଲିବା ବେଳେ ସୁନା ରୁପା ବ୍ୟଗ୍ ଲୁଟିନେଲେ ଦୁର୍ବୃତ

ଜୁନାଗଡ଼, ୧୦/୦୩/୨୦୨୧(ଓଡ଼ିଶା ସମାଚା˜ ରାକେଶ ବେମାଲ)-ଆଜି ଜୁନାଗଡ଼ କଲମପୁର ଛକରେ ଥିବା କାଂଚନ ଜୁଏଲାରୀ ଦୋକାନ ଖୋଲିବା ସମୟରେ ସୁନା , ରୁପା ବ୍ୟାଗ ନେଇ ଦୁର୍ବୃତ ଫେରାର ହୋଇଯାଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ କଳାହାଣ୍ଡି ଜିଲା ଜୁନାଗଡ଼ ସହର କଲମପୁର ଛକସ୍ଥିତ କାଂଚନ ଜୁଏଲାରୀ ର ମାଲିକ ଆଜି ଦୋକାନ ଖୋଲିବା ପାଇଁ ଚାବି ନେନ୍ଥା ବାହାରକରି କୋଲପ ଖୋଲିବା ବେଳେ ସୁନା ରୂପା ଥିବା ବ୍ୟାଗ ଟି ସେଠାରେ ରଖି ଚାବି ଖୋଲୁଥିଲେ । ଏହି ସମୟରେ ମୋଟରସାଇକେଲ …

Read More »

ତାଜା ଖବର : ବିଦ୍ୟାଳୟ ପାଚେରୀ ଭୁଷୁଡ଼ି ଛାତ୍ରୀଙ୍କ ମୃତ୍ୟୁ : ଅନ୍ୟ ଦୁଇ ଜଣ ଗୁରୁତର -ମେଡିକାଲରେ ଚିକିତ୍ସାଧୀନ

ବାଲିଗୁଡା,୧୦/୦୩/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ହସ ଖୁସିରେ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ୩ ଜଣ ପିଲାଙ୍କ ଉପରେ ବିଦ୍ୟାଳୟ ପାଚେରି ମାଡ଼ି ବସିବାରୁ ଜଣେ ଛାତ୍ରୀର ମୃତ୍ୟୁ ହୋଇଛି। ଏହା ସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଛାତ୍ରୀଜଣଙ୍କ ହେଲେ ରାଇକିଆ ବ୍ଲକ ପେଟାପାଙ୍ଗା ପଞ୍ଚାୟତ ବେଲକାଟି ଗ୍ରାମର ସଞ୍ଜୀବ ପ୍ରଧାନଙ୍କ ଝିଅ ରିଷିକା ପ୍ରଧାନ(୧୧)। ସେହିପରି ଗୁରୁତର ହୋଇଥିବା ଦୁଇ ଜଣ ଛାତ୍ର ହେଲେ ଭୀମସେନ ପ୍ରଧାନଙ୍କ ପୁଅ ରିତେଶ ପ୍ରଧାନ (୧୨) ଓ ଜମ୍ବୁ ପ୍ରଧାନଙ୍କ ପୁଅ …

Read More »

ସରକାରଙ୍କ କୋଭିଡ ନିୟମାନୁଯାୟୀ ଜାଗର ଯାତ୍ରା ପାଳନ ପ୍ରସ୍ତୁତି ବୈଠକ

ବାଲିଗୁଡା, ୧୦/୦୩/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଜାଗର ଯାତ୍ରା ସରକାରଙ୍କ କୋଭିଡ ନିୟମାନୁଯାୟୀ ପାଳନ କରିବା ନେଇ ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ଡୁଙ୍ଗି ଶୈବ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ ଭାରପ୍ରାପ୍ତ ଅତିରିକ୍ତ ଉପ-ଜିଲ୍ଲାପାଳ ତଥା ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ,ତହସିଲଦାର ଅବିନାଶ ମାହାର,ଟିକାବାଲି ଗୋଷ୍ଟୀ ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡା ଓ ତହସିଲଦାର ବିଶିକେସନ ପ୍ରଧାନଙ୍କ ଉପସ୍ଥିତିରେ ଭାରତ ସରକାରଙ୍କ ଗୃହ ବିଭାଗ ଆଦେଶନାମା ୪୦–୨୦୨୦ ତା- …

Read More »