Sunday , February 5 2023
Breaking News

Recent Posts

ଅଜା ଘରକୁ ବୁଲି ଆସିଥିଲେ : ଗାଧୋଇବା ବେଳେ ବନ୍ଧରେ ବୁଡି ହୋଇ ଦୁଇ ଭାଇଙ୍କ ମୃତ୍ୟୁ

ବାଲିଗୁଡା, ୦୫/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ଗୁଟିଙ୍ଗିଆ ପଞ୍ଚାୟତ ମଲିକ ପଡ଼ି ଗ୍ରାମରେ ଏକ ଅଘଟଣ ଘଟିଛି। ଉକ୍ତ ମଲିକ ପଡ଼ି ଗ୍ରାମକୁ ଟିକାବାଲି ଥାନା ବାଲିଗାଡା ଗ୍ରାମର ମଦନ ମୋହନ ପ୍ରଧାନଙ୍କ ଦୁଇ ପୁଅ ମିହିର କାନ୍ତ ପ୍ରଧାନ(୧୫) ଓ ସାନ ଭାଇ କାମାକ୍ଷା ପ୍ରଧାନ (୧୩) ଅଜାଙ୍କ ଘରକୁ ବୁଲି ଆସିଥିଲେ । ହେଲେ ଶୁକ୍ରବାର ସକାଳେ ବନ୍ଧକୁ ସାଙ୍ଗ ସାଥି ହୋଇ ଗାଧୋଇବା ପାଇଁ …

Read More »

ଜାତୀୟ ସାମାଜିକ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା ମିଳିବ

ଭୁବନେଶ୍ୱର,୦୪/୦୬/୨୦୨୧(ଓଡ଼ିଶା ସମାଚାର)- ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା ପ୍ରଦାନ କରାଯିବ । ଏ ନେଇ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ହିତାଧୀକାରୀମାନେ ଘରେ ରହି ସେମାନଙ୍କର ଜୁନ୍, ଜୁଲାଇ ଏବଂ ଅଗଷ୍ଟ ମାସର ଭତ୍ତା ଆଗୁଆ ପାଇବେ । ମଧୁବାବୁ ପେନସନ ଯୋଜନାରେ ଥିବା ହିତାଧିକାରୀଙ୍କୁ ମଧ୍ୟ ଆଗୁଆ ଭତ୍ତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଦେଢ ଲକ୍ଷ ହିତାଧିକାରୀଙ୍କୁ ଇ-ପେମେଣ୍ଟ ଜରିଆରେ ଭତ୍ତା ପ୍ରଦାନ …

Read More »

ଗଜଲକ୍ଷ୍ମୀ ଟ୍ରଷ୍ଟ ପକ୍ଷରୁ ସହାୟତା 

ଗରଦପୁର, ୦୪/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଖଡ଼ ପଂଚାୟତସ୍ଥିତ ଶିତଳଗଡ଼ ଗ୍ରାମର ମା ଗଜଲକ୍ଷ୍ମୀ ଟ୍ରଷ୍ଟ ତରଫରୁ ଜଣେ କର୍କଟ ପିଡ଼ିତ ମହିଳା ଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଝାଡ଼ଖଣ୍ଡ ରାଜ୍ୟ ଧାନବାଦ ସହରର ସିନ୍ଧ୍ରି ଅଂଚଳର କେଶର ନିଶା ନାମକ ଜଣେ ମହିଳା କର୍କଟ ରେ ପିଡ଼ିତ ଅଛନ୍ତି । ତାଙ୍କର ପୁତ୍ର ଇମ୍ବ୍ରାନ୍ ଖାଁ ଅନଲାଇନ୍ ମାଧ୍ୟମରେ ମା ଗଜଲକ୍ଷ୍ମୀ ଟ୍ରଷ୍ଟ ସହିତ ଯୋଗାଯୋଗ କରିଥିଲେ । ଟ୍ରଷ୍ଟ ପକ୍ଷରୁ ମହିଳା ଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା …

Read More »