Thursday , December 1 2022
Breaking News

Recent Posts

ଶ୍ୟାମସୁନ୍ଦରପୁରରେ ପ୍ରସ୍ତାବିତ ମଦ ଦୋକାନକୁ ନିଲାମ କରାନଯିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡା,୧୧/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁରରେ ପ୍ରସ୍ତାବିତ ମଦ ଦୋକାନକୁ ନିଲାମ କରାନଯିବା ପାଇଁ ସେହି ଗ୍ରାମ ପଂଚାୟତର ଅଧିବାସୀ, ବୁଦ୍ଧିଜୀବି ଓ ମହିଳା ସଂଗଠନ ଗୁଡିକ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ସେଠାରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ନିଲାମ ପ୍ରକ୍ରୀୟା ଆରମ୍ଭ କରାଯାଉଥିବାର ଖବର ପାଇବା ପରେ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଏହି ଦାବି କରିଛନ୍ତି । ସେହି ପଂଚାୟତଟି ଏକ ଅନୁସୂଚିତ ଜାତି, ଜନଜାତି ତଥା ଆର୍ଥିକ ଦୁର୍ବଳ ଶ୍ରେଣୀ ଜନଅଧୁସିତ …

Read More »

କେନ୍ଦ୍ରାପଡା କଲେଜର ପ୍ରାଧ୍ୟାପକ ମାୟାପ୍ରସନ୍ନଙ୍କ ଅକାଳ ବିୟୋଗ

କେନ୍ଦ୍ରାପଡା,୧୧/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ମାୟାପ୍ରସନ୍ନ  ତ୍ରିପାଠୀଙ୍କର ୫୬ବର୍ଷ ବୟସରେ  ଚିକିତ୍ସାଧିନ ଅବସ୍ଥାରେ କଟକସ୍ଥିତ ଏକ ବେସରକାରୀ  ହସ୍ପିଟାଲରେ ବିୟୋଗ  ହୋଇଯାଇଛି । ଗତ ୩ ତାରିଖ ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଯୋଗୁ ତାଙ୍କୁ ଚିକିତ୍ସା ପାଇଁ ସେହି ବେସରକାରୀ  ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେ ଜଣେ ଅମାୟିକ ଓ ଛାତ୍ର ବତ୍ସଳ ପ୍ରାଧ୍ୟାପକ ଭାବେ ବେଶ ଜଣାଶୁଣା  ଥିଲେ । ସେ ତାଙ୍କ ଚାକିରୀ ଜୀବନ କୁଅାଁପାଳ ସ୍ଥିତ ଜବାହରଲାଲ୍ ନେହେରୁ …

Read More »

କେବେ ମିଳିବ ଗ୍ରାମବାସୀ ମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ?

ଓଭର ହେଡ୍ ଟାଙ୍କି ନିର୍ମଣ ହୋଇଛି – ପାଇପି ମଧ୍ୟ ବିଛା ହୋଇଛି ନିରାକାରପୁର, ୧୧/୦୩/୨୦୨୧(ଓଡ଼ିଶା ସମାଚାର)- ସରକାର ଜନସାଧାରଣଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ପାଇଁ ବସୁଧା ଯୋଜନାରେ ପ୍ରତି ପଂଚାୟତରେ ଲକ୍ଷ୍ୟଲକ୍ଷ୍ୟ ଟଙ୍କା ପାଣି ଭଳି ଖର୍ଚ୍ଚ କରି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରୁଛନ୍ତି ।ବିଭାଗୀୟ ଅଧିକାରୀ ଠିକାଦାରଙ୍କ ଅସାଧୁ ମେଂଟ ଯୋଗୁଁ କେତକ ପାନୀୟ ଜଳ ପ୍ରକଳ୍ପ ଅଧପାନ୍ତରିଆ ଅବସ୍ଥାରେ ପଡିରହିଛି ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଟାଙ୍ଗି ବ୍ଲକ ଛଣଗିରି ଗ୍ରାମପଂଚାୟତ ଅଧିନସ୍ଥ ରମାବିଲ ଗ୍ରାମରେ …

Read More »