Thursday , December 1 2022
Breaking News

Recent Posts

ପଂଚାୟତିରାଜ ପ୍ରତିନିଧି ଓ ଗୋଷ୍ଠି ଭିତିକ ପ୍ରଶିକ୍ଷଣ ଶିବିର ଉଦଯାପିତ  

ଗରଦପୁର,୧୨/୦୩/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ମଦନାସ୍ଥିତ ସ୍ୱେଛାସେବୀ ଅନୁଷ୍ଠାନ ଓଏମଡ଼ିସି କାର୍ଯ୍ୟାଳୟରେ ଗତ ୩ ଦିନ ଧରି ଚାଲୁଥିବା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି । କେନ୍ଦ୍ରାପଡ଼ା ଡ଼ିଆରଡ଼ିଏ ସହାୟତାରେ ଅନୁଷ୍ଠିତ ଏହି ଶିବିରରେ ଗରଦପୁର ପଂଚାୟତର ୱାର୍ଡ଼ ସଭ୍ୟ ସଭ୍ୟା ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟମାନେ ଶିବିରରେ ଯୋଗ ଦେଇଥିଲେ । ଏଥିରେ ଗ୍ରାମ ବିକାଶ ଯୋଜନା ସମ୍ବନ୍ଧିୟ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଶିକ୍ଷକ ନାରାୟଣ ଜେନା ଓ ଶୁଭେନ୍ଦୁ ପ୍ରକାଶ ରାୟ ଯୋଗ ଦେଇ ପଂଚାୟତିରାଜ ବ୍ୟବସ୍ଥା …

Read More »

ରୋଗୀ କଲ୍ୟାଣ ସମିତି ବୈଠକ 

ରଘୁନାଥପୁର,୧୨/୦୩/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଜଇପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।  ଏଥିରେ ରଘୁନାଥପୁର ଜେନା ୨ ଜିଲାପରିଷଦ ସଭ୍ୟା ଡ଼େଜାଲିନ ମହାପାତ୍ର ସଭାପତିତ୍ୱ କରିଥିବାବେଳେ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ରଘୁନାଥପୁର ମେଡ଼ିକାଲ ଅଫିସର ସୁକାନ୍ତ କୁମାର ଦଳେଇ, ଡ଼ ଅସିମ ଅନୁପମ ସ୍ୱାଇଁ, ଡ଼ ବିଶ୍ୱକେଶନ ଖୁଂଟିଆ , ବିପିଏମ ରଂଜିତା ସିଂ, ପିଏଚଇଓ ରାନୁ ମହାପାତ୍ର, ଆକାଉଂଟାଂଟ ନିଖିଲ ରଂଜନ ସ୍ୱାଇଁ, ଛପଡ଼ା ସରପଂଚ ବିଜୟ …

Read More »

କେନ୍ଦ୍ରାପଡାରେ ମହାଶିବରାତ୍ରୀ ଉତ୍ସବ ପାଳିତ

କେନ୍ଦ୍ରାପଡା,୧୨/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ କୋଭିଡ କଟକଣା ଭିତରେ ଶ୍ରଦ୍ଧାଳୁମାନେ ମହାଦେବଙ୍କୁ ଦର୍ଶନ କରି ରାତ୍ରୀ ଉଜାଗରରେ ରହି ଜାଗର ଜାଳିଥିବାର ଦେଖାଯାଇଛି । କେନ୍ଦ୍ରାପଡା ସହରର ଗୋପସ୍ଥିତ ଅମରେଶ୍ୱର, ବଡବାରଙ୍ଗର ଦେଉଳେଶ୍ୱର, ବିରସ୍ୱତୀର ରାମେଶ୍ୱର, କଜଳାର ବିଲେଶ୍ୱର, ଗରାପୁରର କପାଳେଶ୍ୱର, ତରାପୁର (କଚେରୀଡିହ)ର ବଟେଶ୍ୱର, ଭରତପୁରର ଅମରେଶ୍ୱର ପ୍ରଭୃତି   ଶିବ ମନ୍ଦିର ଗୁଡିକରେ ମହାଶିବରାତ୍ରୀ ଓ  ଜାଗରଯାତ୍ରା ଉତ୍ସାହ ଓ ଉଦ୍ଧୀପନା ସହିତ ପାଳିତ ହୋଇଯାଇଛି  । ପ୍ରାତଃ ସମୟରେ ପ୍ରତି ମନ୍ଦିରରେ ମହାଦେବଙ୍କୁ ରୁଦ୍ରାଭିଷେକ କରାଯାଇ ହରିହର ମିଳନ ଓ  …

Read More »