Saturday , December 3 2022
Breaking News

Recent Posts

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାଜୁଆଲଟି ବାରଣ୍ଡାରେ ୩ଶବ

କେନ୍ଦ୍ରାପଡା, ୧୪/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଅଭାବନୀୟ ଓ ଦୁଃଖଦ ପରିସ୍ଥିତି ଦେଖିବାକୁ ମିଳିଥିଲା । ଶନିବାର ସକାଳ ପ୍ରାୟ ୯ଟା ସମୟରେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବଗଡା ଗ୍ରାମର କ୍ଷୀରୋଦ କୁମାର ଖଟୁଆଙ୍କ ୧୭ବର୍ଷର ଝିଅ ଆକାଂକ୍ଷା ଖଟୁଆ କୈାଣସି ପାରିବାରିକ କଳହ କାରଣରୁ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ପକ୍ଷରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାଟକୁରା …

Read More »

ଜିଲ୍ଲା ଅବକାରୀ ବିଭାଗର ଚଢାଉ : ୧୦ଲିଟର ଚୋରାମଦ ଜବତ

କେନ୍ଦ୍ରାପଡା, ୧୪/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାଡା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୦ ଲିଟର ଚୋରା ଦେଶୀମଦ ଜବତ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନିର୍ଦେଶକ୍ରମେ ଅବକାରୀ ସବ୍ ଇନିସପେକ୍ଟର ସରୋଜ କୁମାର ବାଗ ଜମ୍ବୁ ମେରାଇନ ଥାନା  ଅନ୍ତର୍ଗତ ବାଘୁଆମାଟି ଗ୍ରାମରେ ଚଢାଉ କରି ଚୋରାମଦ ବେପାରୀ ଭୋଳାନାଥ ଦାସଙ୍କ ଠାରୁ  ୧୦ଲିଟର  ଚୋରା  ଦେଶୀମଦ ଜବତ କରିବା ସହିତ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଅବକାରୀ ସବଇନିସପେକ୍ଟର ଶ୍ରୀ ବାଗ …

Read More »

ରାଜସ୍ୱ ଆଦାୟ ଲକ୍ଷ୍ୟ ପୁରଣ  ପାଇଁ  ଉପଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

କେନ୍ଦ୍ରାପଡା, ୧୪/୦୩/୨୦୨୧(ଓଡ଼ିଶା ସମାଚାର)-ଜିଲ୍ଲାରେ ରାଜସ୍ୱ ଆଦାୟକୁ ତ୍ୱରାନ୍ୱିତ କରିବା ସହିତ ରାଜ୍ୟ ସରକାର ପ୍ରଦାନ କରିଥିବା ରାଜସ୍ୱ ଲକ୍ଷ୍ୟକୁ  ପୁରଣ କରିବା ପାଇଁ  ଏକ ରାଜସ୍ୱ  ସମୀକ୍ଷା ବୈଠକ  ଜିଲ୍ଲାପାଳଙ୍କ  ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି  ସମୀକ୍ଷା ବୈଠକରେ ଜିଲ୍ଲାର ସମସ୍ତ ତହସିଲଦାର  ଓ ଅତିରିକ୍ତ ତହସିଲଦାରମାନେ ଯୋଗଦେଇ ଚଳିତ ୨୦୨୦-୨୧  ବର୍ଷର ରାଜସ୍ୱ ଆଦାୟର ଲକ୍ଷ୍ୟ ପୁରଣ ପାଇଁ ଆଲୋଚନା କରିଥିଲେ । ଜିଲ୍ଲାର ରାଜସ୍ୱ ଆଦାୟ ଲକ୍ଷ୍ୟ ପୁରଣ କରିବା …

Read More »