Tuesday , September 27 2022
Breaking News

Recent Posts

ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ବିଜେଡିର ପ୍ରେସମିଟ

ମାହାଙ୍ଗା,୦୮/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିରୋଧୀଙ୍କୁ ମୁହଁତୋଡ ଜବାବ ଦେଇଛି ଶାସକ ବିଜେଡି । ଅପରାଧୀ ଯେ କେହି ହୁଅନ୍ତୁନା କାହିଁକି, ସେମାନଙ୍କ ବିରୁଦ୍ଧରେ ଆଇନିଗତ କାର୍ୟ୍ୟାନୁଷ୍ଠାନ ପାଇଁ ଦଳ ଯୋର ଦେଇଛି । କିନ୍ତୁ ଶାସକ ଦଳର ନେତାଙ୍କୁ ଅଯଥାରେ ଏହି ବିବାଦ ଭିତରକୁ ଟାଣି ବିଜେପି ଓ କଂଗ୍ରେସ ଶସ୍ତା ରାଜନୀତି କରୁଚି ବୋଲି, ଦଳର ବ୍ଲକ ଚେୟାରମ୍ୟାନ ଶରତ ନାୟକ ଓ ଭାଇସ ଚେୟାରମ୍ୟାନ ରସିଦା ବେଗମ କହିଛନ୍ତି । ଗତ ଗୁରୁବାର ଦିନ ବିଜେପି ଓ …

Read More »

ପାରାଦ୍ୱୀପ ଟର୍ମିନାଲ ଛକ ଜାତୀୟ ରାଜପଥରେ ବିରାଟ ଗର୍ତ,  କଷ୍ଟସାଧ୍ୟ ହୋଇ ପଡିଛି ଟ୍ରାଫିକ ନିୟନ୍ତ୍ରଣ 

ପାରାଦ୍ୱୀପ,୦୮/୦୧/୨୦୨୧ (ଓଡ଼ିଶା ସମାଚାର)-ବନ୍ଦର ଓ ଶିଳ୍ପ ସହର ପାରାଦ୍ୱୀପକୁ ସଂଯୋଗ ହୋଇଛି କଟକ-ପାରାଦ୍ୱୀପ ରାଜ୍ୟ ରାଜପଥ ଓ ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥ ଏନ୍ଏଚ୍ ୫(କ) । ଏହି ରାସ୍ତା ଦେଇ ବିଭିନ୍ନ ଲଘୁ ଯାନ ସମେତ ପଣ୍ୟବାହୀ ଭାରିଯାନ ଦୈନିକ ହଜାର ହଜାର ସଂଖ୍ୟାରେ ଯାତାୟତ କରିଥାଏ । ତେବେ ପାରାଦ୍ୱୀପର ଟର୍ମିନାଲ ଛକ ଠାରୁ ଅଠରବାଙ୍କୀ ଗେଟ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ବିରାଟ ଗର୍ତମାନ ଦୀର୍ଘଦିନ ହେବ ମରାମତୀ ନ ହେବାରୁ ସେଠାରେ ଦୁର୍ଘଟଣା ଓ ଟ୍ରାଫିକ୍ ଜାମ ଲାଗି ରହୁଛି । …

Read More »

ସୁନା ଚୋର ସକ୍ରିୟ – ସୁନା ଦୋକାନୀଙ୍କୁ ସଚ୍ଚେତନ କଲା ପାରାଦ୍ୱୀପ ଆଦର୍ଶ ଥାନା

ପାରାଦ୍ୱୀପ,୦୮/୦୧/୨୦୨୧ (ଓଡ଼ିଶା ସମାଚାର)-ଓଡିଶାର ବିଭିନ୍ନ ସ୍ଥାନରେ ସୁନା ଚୋରମାନେ ଏବେ ସକ୍ରିୟ ହେବାର ଦେଖିବାକୁ ମିଳୁଛି । ସେମାନେ ବିଭିନ୍ନ ସୁନା ଦୋକାନରେ ଗ୍ରାହକ ଭାବରେ ପହଂଚି ଅଭିନବ ଉପାୟରେ ଚୋର ଗ୍ରାହାକ ସୁନା ଦୋକାନୀଙ୍କୁ ସୁନା ଦେଖିବା ବାହାନାରେ ତାଙ୍କୁ ବ୍ୟସ୍ତ କରାଇ ସୁନା ଗାଏବ କରୁଥିବା ଘଟଣା ପୋଲିସ୍ ନଜରକୁ ଆସିଛି  । ଗତ ଗୁରୁବାର ଦିନ ମଧ୍ୟାହ୍ନରେ ପାରାଦ୍ୱୀପ ନିକଟବର୍ତୀ ଏରସମାର ଏକ ସୁନା ଦୋକାନରେ ଏପରି ଏକ ସୁନା ଚୋରୀ ଘଟଣା ଘଟିଯାଇଛି । ଏହି ଯୁବ ସୁନା …

Read More »