Tuesday , September 27 2022
Breaking News

Recent Posts

ରଘୁନାଥପୁର ଆତ୍ମା ପକ୍ଷରୁ ସୂର୍ଯ୍ୟମୂଖୀ ମଂଜି ବଂଟନ

ରଘୁନାଥପୁର ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ଆତ୍ମା ପକ୍ଷରୁ ଚାଷୀଙ୍କୁ ସୂର୍ଯ୍ୟମୂଖୀ ଚାଷ କରିବା ପାଇଁ ମଂଜି ବଂଟନ କରାଯାଇଛି । କୃଷି କାର୍ଯ୍ୟାଳୟ ସଭା ଗୃହରେ ଆତ୍ମା ଅଧ୍ୟକ୍ଷ ପରମାନନ୍ଦ ସ୍ୱାଇଁଙ୍କ ସଭାପତିତ୍ୱରେ କୃଷି ଅଧିକାରୀଣି ରାଜଲକ୍ଷ୍ମୀ ସାହୁ ଓ ଶ୍ରମତୀ ମନସ୍ୱିନୀ ଲେଙ୍କା ଙ୍କ ଉପସ୍ଥିତିରେ ରଘୁନାଥପୁର ବ୍ଲକ୍ ର ୧୯ ଟି ପଂଚାୟତରେ ୧୫ ଏକର ସୂର୍ଯ୍ୟମୂଖୀ ଚାଷ ପାଇଁ ମଂଜି ଆସିଥିବାବେଳେ ଆଜି ଚାଷୀ ଯୋଗେନ୍ଦ୍ର ରାଉତ, କମଳାକାନ୍ତ ପରିଡ଼ା,ଉମାକାନ୍ତ ସାହୁ, ରମେଶ ଚନ୍ଦ୍ର ମହାନ୍ତି, ମିନକେତନ ଦାସ, …

Read More »

ପାଟକୁରା କଂଗ୍ରେସ ପକ୍ଷରୁ ବନ୍ଧୁ ମିଳନ

ଗରଦପୁର, ୦୮/୦୧/୨୦୨୧ (ଓଡ଼ିଶା ସମାଚାର)- ପାଟକୁରା କଂଗ୍ରେସ ଦଳ ପକ୍ଷରୁ ବଙ୍ଗାଳପୁର ପଂଚାୟତ ବନ୍ଧସାହି ଠାରେ ଆଜି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ନୂତନ ବର୍ଷ ପାଳନ ଅବସରରେ କଂଗ୍ରେସ ଦଳରେ ନୂତନ ଭାବେ ଯୋଗଦାନ କରିଥିବା ଫିଲ୍ମ ପ୍ରଯୋଜକ ତଥା ସମାଜସେବୀ ରତିକରାନ୍ତ କାନୁନଗୋଙ୍କ ନେତୃତ୍ୱରେ ଆୟୋଜିତ ବନ୍ଧୁ ମିଳନ ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ଉମେଶ ତ୍ରିପାଠୀ ସଭାପତିତ୍ୱ କରିଥିଲେ । ବିଗତ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀଭାବେ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳର …

Read More »

ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ବିଜେଡିର ପ୍ରେସମିଟ

ମାହାଙ୍ଗା,୦୮/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିରୋଧୀଙ୍କୁ ମୁହଁତୋଡ ଜବାବ ଦେଇଛି ଶାସକ ବିଜେଡି । ଅପରାଧୀ ଯେ କେହି ହୁଅନ୍ତୁନା କାହିଁକି, ସେମାନଙ୍କ ବିରୁଦ୍ଧରେ ଆଇନିଗତ କାର୍ୟ୍ୟାନୁଷ୍ଠାନ ପାଇଁ ଦଳ ଯୋର ଦେଇଛି । କିନ୍ତୁ ଶାସକ ଦଳର ନେତାଙ୍କୁ ଅଯଥାରେ ଏହି ବିବାଦ ଭିତରକୁ ଟାଣି ବିଜେପି ଓ କଂଗ୍ରେସ ଶସ୍ତା ରାଜନୀତି କରୁଚି ବୋଲି, ଦଳର ବ୍ଲକ ଚେୟାରମ୍ୟାନ ଶରତ ନାୟକ ଓ ଭାଇସ ଚେୟାରମ୍ୟାନ ରସିଦା ବେଗମ କହିଛନ୍ତି । ଗତ ଗୁରୁବାର ଦିନ ବିଜେପି ଓ …

Read More »