Tuesday , February 7 2023
Breaking News

Recent Posts

ଭାରସାମ୍ୟ ହରାଇ ମର୍ମନ୍ତୁଦ କାର ଦୁର୍ଘଟଣା:ଦୁଇ ମୃତ :ଦୁଇ ଗୁରୁତର 

କନ୍ଧମାଳ, ୦୯/୦୬/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ-ବୌଦ୍ଧ ଜିଲ୍ଲାର  ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ଼ରାଜିଙ୍ଗ ନିକଟରେ ବୁଧବାର  ସକାଳେ ଏକ ମର୍ମନ୍ତୁଦ କାର ଦୁର୍ଘଟଣା ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଘଟଣା ରୁ ପ୍ରକାଶ ଯେ ବ୍ରହ୍ମପୁର ରାଇପଡା ଅଞ୍ଚଳ ର ୪  ଜଣ ବ୍ୟକ୍ତି  ଓଡ଼ି-୧୬-  ୦୯୧୦ ନମ୍ବର ବିଶିଷ୍ଟ ଏକ କାର ରେ ରାଉରକେଲା ଯାଉଥିବା ବେଳେ ଚାରିଛକ ନିକଟସ୍ଥ ଝାଡ଼ରାଜିଙ୍ଗ ଠାରେ କାରଟି ଭାରସ୍ୟାମ ହରାଇ ରାସ୍ତା କଡ଼ର ଏକ …

Read More »

ଏନଓସି ଫାଉଣ୍ଡେସନର ଗରିବ ମାନଙ୍କୁ ଖାଦ୍ୟ ବଂଟନ ପ୍ରକ୍ରିୟାରେ ଇଫକୋ ଏବଂ ପିପିଏଲ୍ ର ସହଯୋଗ

ପାରାଦୀପ ୦୯/୦୬/୨୦୨୧(ଓଡ଼ିଶା ସମାଚାର)-କରୋନା ମହାମାରୀରେ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ଗରିବ ଲୋକଙ୍କ ପାଇଁ ଖାଦ୍ୟ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏହି ପରିସ୍ଥିତିରେ ଶିଳ୍ପ ସହର ପାରାଦୀପ ଆଖପାଖ ଅଂଚଳରେ ବିଭିନ୍ନ ବସ୍ତିରେ ବସବାସ କରୁଥିବା ଗରିବ ଲୋକେ ରୋଜଗାର ହରାଇ ବଂଚିବା ପାଇଁ ଖାଦ୍ୟର ଆବଶ୍ୟକତା କରୁଥିବା ସ୍ଥଳେ କିଛି ସ୍ଥାନରେ ସେମାନଙ୍କ ପାଖରେ ସରକାରୀ କିମ୍ବା ବେସରକାରୀ ସଂସ୍ଥା ପକ୍ଷରୁ ସାହାଯ୍ୟ ସହଯୋଗ ପହଂଚି ପାରୁନାହିଁ । ତେବେ ଦେଶରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ …

Read More »

ମନସା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

ପାରାଦୀପ ୦୯/୦୬/୨୦୨୧(ଓଡ଼ିଶା ସମାଚାର)-ଅଗ୍ରଣୀ ସ୍ୱେଚ୍ଛସେବୀ ସଂଗଠନ ମନସା ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ବାତ୍ୟା ୟାସ୍ ପିଡ଼ିତମାନଙ୍କୁ ଶୁଖିଲା ଖାଦ୍ୟ, ମାସ୍କ, ସାନିଟାଇଜର ବଂଟନ କରାଯାଇଛି । ଏହି ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ଆମ୍ବେଦକର ଭବନ ପରିସରରେ କରୋନା ଲଢ଼େଇର ସାମ୍ମୁଖ୍ୟ ଯୋଦ୍ଧା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଉପସଭାନେତ୍ରୀ ପୁଣ୍ୟପ୍ରିୟଙ୍କା ନାୟକ, ସମ୍ପାଦକ ଚିନ୍ମୟ ମିଶ୍ର, କୋଷାଧ୍ୟକ୍ଷ ନୃସିଂହ ଚରଣ ଅଗସ୍ତି, ମିଡ଼ିଆ ସଂଯୋଜକ ପ୍ରବୀର ସାହୁ, ଯୁବ ସଂଗଠନ ମୁଖ୍ୟ ବିଳ୍ପବ ଜେନା ପ୍ରମୁଖ ଯୋଗଦେଇ …

Read More »