Tuesday , September 27 2022
Breaking News

Recent Posts

ଅସହାୟ ବୃଦ୍ଧଙ୍କ ଅନ୍ତେଷ୍ଟି କଲା ମହିମା ସେବା ଫାଉଣ୍ଡେସନ୍

ଖୋର୍ଦ୍ଧା, ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ନୟାପଲ୍ଲୀ ଗ୍ରାମରେ ଏକ ଅସହାୟ, ଗରିବ ବୃଦ୍ଧଙ୍କ ମୃତୁ୍ୟ ହୋଇଥିବା ଖବର ପାଇ ମହିମା ସେବା ଫାଉଣ୍ଡେସନ୍ ର ମୁଖ୍ୟ ପରିଚାଳନା ନିର୍ଦ୍ଧେଶକ ନାରାୟଣ ଖୁଂଟିଆ ବୃଦ୍ଧଙ୍କ ଅନ୍ତେଷ୍ଟି କାର୍ଯ୍ୟ କରିବା ପାଇଁ ଅନ୍ଟା ଭିଡ଼ିଥିଲେ । ନିଜ ଉଦ୍ୟମରେ କିଛି ଅର୍ଥ ସଂଗ୍ରହ ଓ ଆଉ କିଛି ଅର୍ଥ ସାହାଯ୍ୟ ଯୋଗାଡ଼ କରି ବିଧି ମୁତାବକ ଶେଷକୃତ୍ୟ ସମ୍ପନ୍ନ କରାଇଥିଲେ । ଉକ୍ତ ସେବାମୂଳକ କାର୍ଯ୍ୟ ପାଇଁ ସମସ୍ତେ ପ୍ରଶଂସା କରିବା ସହିତ …

Read More »

ବିଶ୍ୱବ୍ୟାପୀ ଶ୍ରୀ ଜଗନ୍ନାଥଙ୍କର ଶ୍ଳୋକ ଓ ଆଦର୍ଶ ପ୍ରଚାର ହେବ

ଭୁବନେଶ୍ୱର, ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- ଓଡ଼ିଶା ଇଂଟରନ୍ୟାସନାଲ୍ ସେଂଟର ପକ୍ଷରୁ ପୁରୀ ବଡ଼ଦାଣ୍ଡରେ ୧ଲକ୍ଷ ଦୀପଦାନ କରାଯାଇ କରୋନା ମୁକ୍ତ ବିଶ୍ୱ ପାଇଁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରାଯାଇଛି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମହିମା ଅନନ୍ୟ । ବିଶ୍ୱ ଶାନ୍ତି ପାଇଁ ପ୍ରଭୁଙ୍କ ମହିମା ବିଶ୍ୱବ୍ୟାପୀ ପ୍ରଚାର କରିବା ପାଇଁ ଓଡ଼ିଶା ଇଂଟରନ୍ୟାସନାଲ୍ ସେଂଟର ଏକ ଅଭିନବ ଯୋଜନା ପ୍ରସ୍ତୁତ କରିଛି । ଶ୍ରୀ ଜଗନ୍ନାଥ ମହୋତ୍ସବ ନାମରେ ଆଗାମୀ ୧୨ ଜାନୁଆରୀ ସ୍ୱାମୀ ବିବେକାନନ୍ଦଙ୍କର ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ …

Read More »

୨୦୬ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ଓ ଜଣେ ମୃତ

ଭୁବନେଶ୍ୱର, ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ୨୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୯୧କୁ ବୃଦ୍ଧି ପାଇଛି । ମୃତକ ଜଣକ ମାଲକାନା ଗିରୀ ଜିଲାର ଜଣେ ୪୭ ବର୍ଷ ବୟସ୍କା ମହିଳା । ଗତ ୨୪ ଘଣ୍ଟା ମଧ୍ୟରେ ୨୦୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୧୬୦୨ରେ ପହଞ୍ଚିଛି । …

Read More »