Tuesday , September 27 2022
Breaking News

Recent Posts

ଦୁଲୁପୁର ରେ ହନୁମାନ ମନ୍ଦିର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

ରଘୁନାଥପୁର, ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- ସ୍ଥାନୀୟ ବାବୁଜଙ୍ଗ ପଂଚାୟତର ଦୁଳୁପୁର ଠାରେ ହନୁମାନ ମନ୍ଦିର ନିର୍ମାଣ କାର୍ଯ୍ୟର ଆଜି ଶୁଭାରମ୍ଭ ହୋଇଛି । ଏହି ଉପଲକ୍ଷେ ବ୍ରାହ୍ମଣ ପଣ୍ଡିତ ଗୋପାଳ କୃଷ୍ଣ ନନ୍ଦ ବିଧିମୁତାବକ ପୂଜାର୍ଚ୍ଚନା କରିଥିଲେ । ମାନଓ ରଂଜନ ମଲ କର୍ତା ହୋଇଥିଲେ । ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରାଯିବା ସହ ଭଜନ କୀର୍ତନ କରାଯାଉଛି । ଗ୍ରାମର ସନ୍ତୋଷ ମହାପାତ୍ର,ସଂଜୟ ବାରିକ,ଗୁଣନିଧି ବାରିକ,ଜଗବନ୍ଧୁ ସାମଲ,ଗିରିଧାରୀ ମଲ, ରାମକୃଷ୍ଣ ନନ୍ଦ,ଭାସ୍କର ମଲ,ବିଭୂତି ଭୁଷଣ ମଲ,ଦେବାଶିଷ ସେଠୀ,ବଂଶିଧର ବାରିକ,ବିଚିତ୍ରାନନ୍ଦ ମଲ,ପ୍ରଫୁଲ ସାମଲ,ସୌମ୍ୟରଂଜନ …

Read More »

ପୋଲିସ ସହାୟତାରେ ବ୍ୟକ୍ତିଗତ ଚାଷ ଜମି ଉପରେ ବିଦ୍ୟୁତ ତାର ଟଣାକୁ ବିରୋଧ କରି ବୋମା ମାଡ଼ – ଜଣେ କନେଷ୍ଟବଳ ଆହତ

ଆଠଗଡ଼, ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- ଆଠଗଡ଼ ଖୁଣ୍ଟୁଣୀ ଥାନା ଡାଳଭାଗ ଗାଁରେ ପୋଲିସ ଉପରକୁ ବୋମାମାଡ଼ ହୋଇଛି । ବୋମାମାଡ଼ରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଆହତ ଅବସ୍ଥାରେ ତାଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ଖବର ଅନୁଯାୟୀ, ବ୍ୟକ୍ତିଗତ ଚାଷ ଜମି ଉପରେ ଶ୍ରୀ ସିମେଣ୍ଟ କମ୍ପାନୀ କୁ ବିଦ୍ୟୁତ ସଂଯୋଗ ପାଇଁ ତାର ଟଣାକୁ ଜମି ହିତାଧିକାରୀ ବିରୋଧ କରୁଛନ୍ତି । ଜମି ଉପରେ ଟାଓ୍ବାର ଲାଇନ ଟଣା ଯାଉଥିବାରୁ ସେମାନେ କ୍ଷତିପୂରଣ ମାଗିଥିଲେ। …

Read More »

ଫିଟୁଛି ହତ୍ୟାର ଗୁମର,ପଞ୍ଚାନନ ପରେ ଉମେଶ ଦେଖାଇଲା ଡେମୋ

ମାହାଙ୍ଗା ,୦୯/୦୧/୨୦୨୧(ଓଡ଼ିଶା ସମାଚାର/ ଅଭୟ ଜେନା) ମାହାଙ୍ଗା ଡବଲ ମର୍ଡର ଘଟଣାକୁ କେନ୍ଦ୍ରକରି ରାଜନୀତି ଯୋର ଧରିଛି । ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ବିଜୁ ଜନତା ଦଳକୁ ଏବଂ ଆଇନି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏହି ଘଟଣାରେ ସିଧାସଳଖ ଯୋଡିବାକୁ ଜୀ-ଯାନ ଲଗେଇ ଦେଇଥିବା ବେଳେ,ଶାସକ ବିଜେଡି ବିରୋଧୀଙ୍କ ହୀନ ରାଜନୀତିକୁ ତୀବ୍ର ସମାଲୋଚନା କରିଛି । ସେପଟେ ପୋଲିସ ଅପରାଧୀଙ୍କ ପାଖରେ ପହଂଚିବାରେ ସଫଳ ହୋଇଛି ବୋଲି ଚର୍ଚ୍ଚା ହେଉଛି । ଜାନୁଆରୀ ୨ ତାରିଖ ରାତିରେ ମାହାଙ୍ଗା ଡବଲ …

Read More »