Thursday , March 30 2023
Breaking News

Recent Posts

୫ଟି ସଚିବଙ୍କ ଗସ୍ତ ପୂର୍ବରୁ ଫୋକସ ବିଦ୍ୟାଳୟର ସ୍ଥିତି ପରଖିଲେ ଜିଲା ଓ ବ୍ଲକ୍ ପ୍ରଶାସନ

ଗରଦପୁର, ୦୭/୦୮/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ କେନ୍ଦ୍ରାପଡା ଜିଲା ଗସ୍ତ କାର୍ଯ୍ୟକ୍ରମ ଥିବାରୁ କେନ୍ଦ୍ରାପଡା ଜିଲା ପ୍ରଶାସନ ତତପର ହୋଇପଡିଛି । ଜିଲ୍ଲାରେ ଥିବା ଫୋକସ ବିଦ୍ୟାଳୟ ଗୁଡିକ ପରିଦର୍ଶନ କରିବାକୁ ୫ଟି ସଚିବ ଆସୁଥିବା ଶୁଣିବାକୁ ମିଳୁଛି । ତେଣୁ ଜିଲା ଓ ବ୍ଲକ ପ୍ରଶାସନ ଅଧିକାରୀମାନେ ପ୍ରତି ବ୍ଲକରେ ଚିହ୍ନଟ ହୋଇଥିବା ଫୋକସ ବିଦ୍ୟାଳୟଗୁଡିକ ତଦାରଖ କରୁଥିବା ଦେଖାଯାଉଛି । ଗରଦପୁର ବ୍ଲକରେ ଚିହ୍ନଟ ହୋଇଥିବା ଫୋକସ ବିଦ୍ୟାଳୟ ଗୁଡିକ ହେଉଛି କୋରୁଆ ଉଚ୍ଚ ବିଦ୍ୟାଳୟ, ପାଟକୁରା ଉଚ୍ଚ …

Read More »

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ଗରଦପୁର, ୦୭/୦୮/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ବଡବେତେରା ଗ୍ରାମ ପଂଚାୟତ ଭାରିଗୋଳ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ଖଗେଶ୍ୱର ବାରିକ(୬୮) ଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ସେ ଜଣେ ସାମାଜିକ କର୍ମୀ, ମିଷ୍ଟଭାଷୀ, ମେଳାପୀ, ଭଗବତ୍ ପାଠକ ଏବଂ ଗ୍ରାମଦେବତୀ ମା’ ବୁଢୀଜାଗୁଳାଇଙ୍କ ପୂଜକ ଥିଲେ । ତାଙ୍କ ମୃତୁ୍ୟରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀରକୁ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଥିବାବେଳେ ଜ୍ୟେଷ୍ଠପୁତ୍ର ମୁଖାଗ୍ନୀ ଦେଇଥିଲେ । ଓଡ଼ିଶା ସମାଚାର

Read More »

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୧୦୯୬ କରୋନା ସଂକ୍ରମିତ ଚିହ୍ନଟ, ୬୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୦୭/୦୮/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୧୦୯୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୬୩୭ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୪୫୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୦ଜଣ, ବାଲେଶ୍ୱର ଜିଲ୍ଲାରୁ ୭୭ଜଣ, ବରଗଡ଼ ଜିଲ୍ଲାରୁ ୧୧ଜଣ, ଭଦ୍ରକ ଜିଲ୍ଲାରୁ ୨୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୭ଜଣ, କଟକ ଜିଲ୍ଲାରୁ ୯୨ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ୯ଜଣ, ଗଜପତି ଜିଲ୍ଲାରୁ ୪ଜଣ, ଗଞ୍ଜାମ …

Read More »