Friday , March 31 2023

Recent Posts

ସାହାଯ୍ୟର ଅନ୍ୟନାମ “ଏ ହେଲପିଙ୍ଗ ହାର୍ଟ’

କଟକ, ୦୮/୦୮/୨୦୨୧( ଓଡିଶା ସମାଚାର/ଦେବଶିଷ ରଥ): ଦୁଖୀ ଦରିଦ୍ର ଜନ ମାନଙ୍କୁ, ସାହାଯ୍ୟ କରିବାରେ ଯେଉଁ  ଆତ୍ମସନ୍ତୋଷ ଲାଭ ହେଇଥାଏ ,ତାହା ସେ ହିଁ ଜାଣିପାରେ । ଯିଏ ପର ଲୋକଟିଏ ପାଇଁ ନିଜର ଲୁହ କୁ ଓଠରେ ପିଏ । ଆଜିର ମାନବ ସମାଜ ପାଖରେ ପୁଳାପୁଳା ଟଙ୍କା ଥାଇ ପାରେ,କିନ୍ତୁ ଆତ୍ମସନ୍ତୋଷ ଲାଭ କରିବାର କୌଣସି ଉପାୟ ନ ଥାଏ । କେବଳ ଚିନ୍ତା ହିଁ ଚିନ୍ତା । କିନ୍ତୁ ଆଜିର କିଛି ଯୁବକ ଯୁବତୀ ଆତ୍ମସନ୍ତୋଷ ଲାଭ କରିବା ପାଇଁ …

Read More »

କୋର୍ଟ ନିୟମକୁ ଅମାନ୍ୟ କରି ଘର ନିର୍ମାଣ କାର୍ୟ୍ୟ – ପ୍ରଶାସନ ଦ୍ବାରସ୍ଥ ହେଲେ ଜମି ମାଲିକ

କଟକ ୦୮/୦୮/୨୧(ଓଡିଶା ସମାଚାର):- କଟକ ସଦର ବ୍ଲକ ବୟାଳିଶମୌଜା ଉପକଣ୍ଠ ବେଣ୍ଟକାର ପଞ୍ଚାୟତ ଏରଞ୍ଚ ଗ୍ରାମର ଶିଶିର ମହାନ୍ତିଙ୍କ ଘରବାଡ଼ି ଡିହ ଖାତା ନମ୍ବର.୧୯୭, ପ୍ଲଟ ନମ୍ବର.୨୬୩ ଉପରେ ବେଆଇନ ଘର ନିର୍ମାଣ ନେଇ ବୟାଳିଶମୌଜା ଫାଣ୍ଡିରେ(କେସ ନମ୍ବର – ୫୧୦/୨୧) ଅଭିଯୋଗ କରିଥିଲେ । ଫାଣ୍ଡି ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ଅପରପକ୍ଷକୁ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ କୋର୍ଟ ପକ୍ଷରୁ ୧୪୪ ଧାରା ଜାରୀ ସହ ସୋ କଜ ନୋଟିସ ପ୍ରଦାନ କରାଯାଇଥିଲେ ମଧ୍ୟ ଏହାକୁ ସେ …

Read More »

କୋଭିଡ ର ତୃତୀୟ ଲହର ଓ ଅନୈତିକ ମାନବ ଚାଲାଣ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ

ବାଲିଗୁଡା,୦୮/୦୮/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କୋଭିଡ ର ତୃତୀୟ ଲହର ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଓ ପ୍ରଶାସନିକ ସ୍ତରରେ ଜୋରସୋର ରେ  ଉଦ୍ୟମ ଜାରି ରହିଥିବା ବେଳେ ଅନୈତିକ ମାନବ ଚାଲାଣ ଏକ ସମସ୍ୟା ପାଲଟିଛି।ସଚେତନା ର ଅଭାବ ହେତୁ ରୋଜଗାର ଲୋଭ ଦେଖାଇ ଦଲାଲ ମାନେ ଅନୈତିକ କାର୍ଯ୍ୟ ମାନ କରିବାକୁ ଆଗେଇ ଚାଲିଛନ୍ତି । ଏଣୁ ଏସବୁକୁ ରୋକିବା ପାଇଁ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନ ପ୍ରଶାସନକୁ ହାତ ବଢ଼େଇଛନ୍ତି ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା  …

Read More »