Wednesday , February 8 2023
Breaking News

Recent Posts

କେନ୍ଦ୍ର ବିଜେପି ସରକାରଙ୍କ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି ପ୍ରତିବାଦରେ କେନ୍ଦ୍ରାପଡାରେ ମତ୍ସ୍ୟଜୀବି କଂଗ୍ରେସର ବିକ୍ଷୋଭ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-କରୋନାର ଦ୍ୱିତୀୟ ଲହର ସାରା ଭାରତ ବର୍ଷକୁ କବଳିତ କରିଥିବା ବେଳେ କେନ୍ଦ୍ରର ବିଜେପି ସରକାର ଲଗାତାର ଭାବେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି କରିଚାଲିଛନ୍ତି । ଏପରି କି ପେଟ୍ରୋଲ ଲିଟର ୧ଶହ ଟଙ୍କା,ଡିଜେଲ ୯୫ ଟଙ୍କା ଓ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୯ଶହ ଟଙ୍କାରେ ପହଂଚିଲାଣି । ଗତ ୟୁ.ପି.ଏ. ସରକାର ସମୟରେ ପେଟ୍ରୋଲ ୪୦ରୁ ୬୦ଟଙ୍କା, ଡିଜେଲ ୩୫ରୁ ୫୦ଟଙ୍କା ଓ ରନ୍ଧନ ଗ୍ୟାସ ୩୫୦ ଟଙ୍କାରୁ ୪ଶହ ଟଙ୍କା ଥିବାବେଳେ …

Read More »

ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ ପକ୍ଷରୁ ସ୍ୱାସ୍ଥ୍ୟ ନିଶ୍ଚତତା ଆଇନ ପ୍ରଣୟନ ପାଇଁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ 

କେନ୍ଦ୍ରାପଡ଼ା,୧୨/୦୬/୨୦୨୧(ଓଡ଼ିଶା ସମାଚାର)- ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଙ୍ଘର ସଭାପତି ପ୍ରଦୀପ ମିଶ୍ରଙ୍କ ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସଭାପତି ନିରଞ୍ଜନ ପରିଡାଙ୍କ ନେତୃତ୍ୱରେ ମହାସଂଘର ରାଜ୍ୟ ଉପସଭାପତି ସମ୍ପଦ ସ୍ୱାଇଁ, ସମ୍ପାଦକ ହରେକୃଷ୍ଣ ପାତ୍ର ପ୍ରମୁଖ ଏକ ତିନି ଜଣିଆ ପ୍ରତିନିଧି ମଣ୍ଡଳି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଆଜିର କରୋନା ମହାମାରୀ ସଙ୍କଟ ସମୟରେ ଦେଶ ପାଇଁ ଆବଶ୍ୟକ ହେଉଥିବା ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଶିକ୍ଷା ବ୍ୟବସ୍ଥାର ଭିତିିଭୂମିକୁ …

Read More »

କରୋନା ମହାମାରୀ ସମୟରେ ପାରାଦୀପର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ପାରାଦୀପ ୧୨/୦୬/୨୦୨୧(ଓଡ଼ିଶା ସମାଚାର)- ଏକଦା ସମଗ୍ର ରାଜ୍ୟରେ ପରିମଳ ବ୍ୟବସ୍ଥାରେ ସୁଧାର ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାରାଦୀପ ପୌରପାଳିକା ସୁନାମ ଅର୍ଜନ କରି ଭାରତ ସରକାରଙ୍କ ପକ୍ଷରୁ ପ୍ରସଂଶିତ ହୋଇଥିଲା । ହେଲେ ପାରଦୀପର ସ୍ଥିତି ବଦଳି ଗଲାଣି । ରାସ୍ତାଘାଟ, ଡ୍ରେନ୍ ସବୁଠି ଅଳିଆ ଗଦା, ଡଷ୍ଟବିନ୍ ସଫା ହେଉନି କି ଡଷ୍ଟବିନ୍ ନିକଟରୁ ଅଳିଆ ଉଠୁନି । ମୁ୍ୟନିସିପାଲିଟି କର୍ତୃପକ୍ଷ କିଛି ହାତଗଣତି ଠିକାଦାରଙ୍କୁ ନିଜୁକ୍ତି କରିଛନ୍ତି । କର୍ତୃପକ୍ଷ ଓ ଠିକାଦାରଙ୍କ ମଧ୍ୟରେ ଅସାଧୁ ମେଂଟ ଯୋଗୁୃଁ …

Read More »