Thursday , June 30 2022
Breaking News

Recent Posts

ସାଲେପୁର ବ୍ଲକ୍ ଗାନ୍ଧୀ ୧୫୦କମିଟି ଆନୁକୁଲ୍ୟରେ ଗାନ୍ଧୀ ଓଡ଼ିଶା ଆଲୋଚନା ଚକ୍ର

ସାଲେପୁର,୧୫/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ବ୍ଲକ୍ ଅନ୍ତର୍ଗତ ନରଦା ଲେଖନପୁରସ୍ଥିତ ଗାନ୍ଧୀ ନୋଡ଼ାଲ୍ ବିଦ୍ୟାପୀଠ ପରିସରରେ ଗାନ୍ଧୀ କସ୍ତୂରବା ୧୫୦ ଜୟନ୍ତୀ ପାଳନ ଅବସରରେ ଗାନ୍ଧୀ – ଓଡ଼ିଶା  ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ନୋଡ଼ାଲ୍ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଅଶୋକ କୁମାର ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ମୁଖ୍ୟଅତିଥି ଭାବରେ ପ୍ରାକ୍ତନ ପ୍ରଶାସକ ଜୟନ୍ତ କୁମାର ଦାସ ଉଦ୍ଘାଟନ କରିବା ସହିତ  ଆଜିର ଛାତ୍ର …

Read More »

ଜଳସଂପଦ ବିଭାଗର ଅଣଦେଖା ଯୋଗୁ ସାଲେପୁର ଅଂଚଳର ବିଭିନ୍ନ କେନାଲରେ ବାରମ୍ବାର ଘାଇ

  ସାଲେପୁର,୧୫/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ଦୀର୍ଘଦିନ ଧରି କେନ୍ଦ୍ରାପଡ଼ା କେନାଲରୁ ବାହାରିଥିବା ୫ନଂ ଶାଖା କେନାଲବନ୍ଧ ମରାମତି ନହେବାରୁ ଗତ କାଲି ଛାଣିପୁର ପଂଚାୟତର କୂଅପୋଲ ନିକଟରେ କେନାଲବନ୍ଧର ଦକ୍ଷିଣ ପାଶ୍ୱର୍ରେ ୧୦ଫୁଟ ଚଉଡ଼ାର ଘାଇ ସୃଷ୍ଟି ହୋଇ ଚାଷଜମି ଜଳମଗ୍ନ ହୋଇଯାଇଥିଲା । ଖବର ପାଇ ଜଳସେଚନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ଘାଇଟିକୁ ମରାମତି କରିଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ କେନ୍ଦ୍ରାପଡ଼ା କେନାଲର …

Read More »

ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଯୁବକର ମୃତୁ୍ୟ

ସାଲେପୁର,୧୫/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ଜଣେ ଯୁବକ ନିଜର ପରିବାର ପ୍ରତିପୋଷଣ କରିବା ଉଦ୍ଧେଶ୍ୟରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବାବେଳେ ଟ୍ରେନ୍ରୁ ଖସିପଡି ମୃତୁ୍ୟବରଣ କରିଥିବା ଜଣାଯାଇଛି । ଖବରରୁ ପ୍ରକାଶଯେ କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଭୀମଦାସପୁର ପଂଚାୟତର ତାଳପଦା ଗ୍ରାମର ବିଜୟ କୁମାର ପରିଡ଼ା(୪୭) ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ଅଟନ୍ତି । ସେ ତାଙ୍କ ପରିବାର ପ୍ରତିପୋଷଣ ପାଇଁ ଆବଶ୍ୟକୀୟ କାମ ନପାଇବାରୁ …

Read More »