Sunday , May 22 2022
Breaking News

Recent Posts

ରାଜଧାନୀରୁ ଉଡନ୍ତା ସାପଉଦ୍ଧାର , ୨ ଯୁବକ ଅଟକ

ଭୁବନେଶ୍ୱର,୨୧/୦୮/୨୦୧୯(ଓଡ଼ିଶା ସମାଚାର)-ବାଣୀବିହାର ଷ୍ଟେସନରୁ ମଙ୍ଗଳବାର ଏକ ବିରଳ ପ୍ରଜାତିର ସାପ ଉଦ୍ଧାର ହୋଇଛି । ଟ୍ରେନରେ ଏହାକୁ ନେଇ ଅନ୍ୟତ୍ର ଚାଲାଣ ହେବା ବେଳେ ଧରାପଡ଼ିଛି । ଏହି ବିରଳ ସାପକୁ କିଛିଲୋକ ପଶ୍ଚିମବଙ୍ଗ ଆସନସୋଲରୁ ଆଣିଥିବା ଜଣାପଡ଼ିଛି । ମଂଚେଶ୍ୱର ପୋଲିସ୍ ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଭୁବନେଶ୍ୱର ରେଳ ଷ୍ଟେସନରେ ସାପଟିକୁ ସ୍ଥାନୀୟଲୋକେ ଦେଖି ବନ ବିଭାଗ ଓ ସ୍ନେକ ହେଲପ ଲାଇନ୍ …

Read More »

ସବୁ ବିଭାଗର ସଚିବଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର , ୨୧/୦୮/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ନୂତନ ଦାୟିତ୍ୱ ଗ୍ରହଣ କରିବାପରେ ମଙ୍ଗଳବାର ଦିନ ଲୋକସେବାଭବନ ପ୍ରକୋଷ୍ଠରେ ବିଭିନ୍ନ ବିଭାଗରସଚିବ ମାନଙ୍କ ସହିତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୫ – ଟି ସୂତ୍ରକୁ ପ୍ରତି ବିଭାଗରେ ଲାଗୁ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଫାଇଲ ଗୁଡିକୁ ପକାଇ ନରଖି ତୁରନ୍ତ ଶେଷ କରିବା ଏବଂ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରୀତା ଉପରେ …

Read More »

ଏଣିକି ହିତାଧିକାରୀମାନେ ଯେକୌଣସି ସ୍ଥାନରୁ ରାସନ୍ ସାମଗ୍ରୀ ଉଠାଇ ପାରିବେ : ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର,୨୧/୦୮/୨୦୧୯(ଓଡ଼ିଶା ସମାଚାର)-ଏଣିକି ଜାତୀୟ ଖାଦ୍ୟ ସୁରକ୍ଷା ଆଇନଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀମାନେ ଯେକୌଣସି ସ୍ଥାନରୁ ରାସନ୍ ସାମଗ୍ରୀ ଉଠାଇ ପାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି । ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ସେପ୍ଟେମ୍ବର ପହିଲାରୁ ଏହା ଲାଗୁ ହେବ । ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନରେ ପାଇଲଟ୍ ପ୍ରକଳ୍ପ ଭାବେ ଏହାକୁ …

Read More »