Thursday , June 30 2022
Breaking News

Recent Posts

ସେବା ବସ୍ତୁରେ ନଥାଏ: ଥାଏ ଭାବରେ : ରାଜ୍ୟପାଳ

ଭୁବନେଶ୍ୱର, ୧୫/୦୯/୨୦୧୯(ଓଡ଼ିଶା ସମାଚାର)-ସେବା ବସ୍ତୁରେ ନଥାଏ: ଥାଏ ଭାବରେ । ସେବାର ଭିତି ହେଉଛି ଆଧ୍ୟାତ୍ମିକ ଭାବ । ବ୍ୟକ୍ତିର ଅନ୍ତଃକରଣରେ ପ୍ରେମ ପ୍ରବାହିତହେଲେ: ସେ ପରର ସେବା ପାଇଁ ଆଗେଇ ଆସେ । ସେ ଅନ୍ୟକୁନିଜର ଏକ ପ୍ରସାରିତ ରୂପ ଭାବରେ ଦେଖିଥାଏ । ଏହି ଭାବଧାରାର ପ୍ରସାରରେ ସେଂଟଜନ୍ ଆମ୍ବୁଲାନ୍ସର ଭୂମିକା ମହତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ ତଥା ସେଂଟଜନ୍ ଆମ୍ବୁଲାନ୍ସର ଅଧ୍ୟକ୍ଷ ପ୍ରଫେସର ଗଣେଶୀ ଲାଲ ପ୍ରକାଶ …

Read More »

ଭର୍ତୃହରି ମହତାବ ଶ୍ରମ ଓ ନିୟୋଜନ ସଂସଦୀୟ କମିଟି ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର ,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ସଂସଦର ବିଭିନ୍ନ କମିଟିରେ ଓଡିଶାର ସାଂସଦ ମାନଙ୍କୁ ନିଯୁକ୍ତି ମିଳିଛି ।ସଂସଦୀୟ ଶ୍ରମ ଓ ନିୟୋଜନ କମିଟିର ଅଧ୍ୟକ୍ଷ ଭାବେ ଭର୍ତୃହରି ମହତାବଙ୍କୁ ନିଯୁକ୍ତି ମିଳିଥିବା ବେଳେ ଗୃହ କମିଟି ସାଂସଦ ଶର୍ମିଷ୍ଠା ସେଠୀଙ୍କୁ ସଭ୍ୟ ଭାବେ ନିଯୁକ୍ତି ମିଳିଛି ।ସେହିପରି ଅର୍ଥ କମିଟିରେ ପିନାକୀ ମିଶ୍ର ଓ ଅମର ପଟୟଟନାୟକ ସଭ୍ୟ ରହିଥିବା ବେଳେ କୋଇଲା ଓ ଖଣି କମିଟିରେ ବସନ୍ତପଣ୍ଡା ଓ ପ୍ରଶାନ୍ତ …

Read More »

ଅଭିଯୋଗକାରୀଙ୍କୁ ଫୋନ୍ କରି ଫିଡ୍ ବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫/୦୯/୨୦୧୯(ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ନିଜେ ଶୁଣିବେ ଅଭିଯୋଗ କାରୀଙ୍କ ଫିଡ୍ ବ୍ୟାକ୍ । ମୋ ସରକାର ପୋର୍ଟାଲରେ ପଂଜୀକୃତ ହୋଇଥିବା ନମ୍ବର ମଧ୍ୟର ୧୦ଟିରେ କଲ୍ କରି ମୁଖ୍ୟମନ୍ତ୍ରୀ ଥାନାରେ ପୋଲିସ୍ ଅଧିକାରୀଙ୍କର ସେମାନଙ୍କ ପ୍ରତି ବ୍ୟବହାର ଓ ସେବା ସମ୍ପର୍କରେ ଶୁଣିବେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ରାଜ୍ୟର୬୩୫ ଥାନାର ଥାନା ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ।ପ୍ରଥମେ ଅଭିଯୋଗକାରୀଙ୍କ ମୋବାଇଲନମ୍ବର …

Read More »