Friday , July 1 2022
Breaking News

Recent Posts

ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ 

ରଘୁନାଥପୁର,୧୭/୦୯/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ଅଂଚଳରେ ଥିବା କଳକାରଖାନା , ଅଟୋ ଷ୍ଟାଣ୍ଡ ଓ ଶିଳ୍ପ ଭିତିକ ତାଲିମ କେନ୍ଦ୍ର ପକ୍ଷରୁ ବିଶ୍ୱକର୍ମା ଆନନ୍ଦ ଉଲାସର ସହିତ ପାଳିତ ହୋଇଛି । ନୂଆପଡ଼ାସ୍ଥିତ ଓମଫେଡ଼ ପ୍ଲାଂଟ ପରିସରରେ ପରିଚାଳକ ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଙ୍କ ତତ୍ୱାବଧାନରେ କର୍ମଚାରୀଙ୍କ ପକ୍ଷରୁ ପୂଜା ପାଳନ କରାଯାଇଛି । ଦୁଗ୍ଧ ମହାସଂଘର ସଭାପତି ସରୋଜିନୀ ମିଶ୍ର ,ଜିଏମ ଡ଼ ବିଦ୍ୟାଧର ସାହୁ ପୂଜା ମଣ୍ଡପରେ ପହଂଚି …

Read More »

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୬୯ତମ ଜନ୍ମ ଦିବସର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଜଳ ସଂରକ୍ଷଣ ଏବଂ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍’ ସଚେତନତା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ,୧୭/୦୯/୨୦୧୯(ଓଡ଼ିଶା ସମାଚାର)- ଜଳ ସଂରକ୍ଷଣ ଏବଂ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ’ ତଥା ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରାଯାଉ । ଦେଶର ଦୁଇଟି ଜ୍ୱଳନ୍ତ ସମସ୍ୟା ଜଳ ସଂରକ୍ଷଣ ଓ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବା …

Read More »

ସୁ-୩୦ଏମକେଆଇରୁ ଅସ୍ତ୍ର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ/ ଭୁବନେଶ୍ୱର ,୧୭/୦୯/୨୦୧୯(ଓଡ଼ିଶା ସମାଚାର / ପିଆଇବି)-ଆକାଶରୁ ଆକାଶକୁ ଗତିଶୀଳ କ୍ଷେପଣାସ୍ତ୍ର ଅସ୍ତ୍ରକୁ ଓଡିଶା ଉପକୂଳରୁ ସଫଳତାର ସହ ପରୀକ୍ଷଣ କରାଯାଇଛି । ପରୀକ୍ଷାମୂଳକ ଭାବେ ଏହି କ୍ଷେପଣାସ୍ତ୍ରକୁ ଆଜି ସୁ-୩୦ଏମକେଆଇରୁ ପରୀକ୍ଷଣ କରାଯାଇଥିଲା । ଆକାଶମାର୍ଗରେ ଏହା ସଫଳତାର ସହ ଧାର୍ଯ୍ୟ ଲକ୍ଷ୍ୟକୁ ଭେଦ କରିବା ସହ ଆକାଶରୁ ଆକାଶକୁ ଗତିଶୀଳ ପ୍ରଥମ ସ୍ୱଦେଶୀ କ୍ଷେପଣାସ୍ତ୍ରର କ୍ଷମତା ପ୍ରଦର୍ଶିତ ହୋଇଥିଲା । ଉପଯୁକ୍ତ ପ୍ରକ୍ରିୟାରେ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯିବା …

Read More »