Thursday , June 30 2022
Breaking News

Recent Posts

ବିନାୟକ କଲେଜରେ ଆଲୋଚନାଚକ୍ର ଓ ବୃକ୍ଷରୋପଣ

ଭଦ୍ରକ,୧୭/୦୯/୨୦୧୯(ଓଡ଼ିଶା ସମାଚାର)-ଜଗତୀକରଣ ପ୍ରଭାବରେ ମାନବିକତା ହଜିଯିବାରେ ଲାଗିଛି । ମଣିଷ ଓ ମେସିନ ମଧ୍ୟରେ ଲଢ଼େଇରେ ସ୍ରଷ୍ଟାର ସୃଜନଶୀଳତା କ୍ରମେ କମିବାରେ ଲାଗିଛି । ବସ୍ତୁ ପଛରେ ଧାଉଁଧାଉଁ ଜୀବନର ଅନେକ କୋମଳପଣ ତା’ ନିକଟରୁ ଦୂରେଇବାରେ ଲାଗିଛି । ତେଣୁ ଏନେଇ ସାରସ୍ୱତ ସ୍ରଷ୍ଟାମାନଙ୍କୁ ସମୟର ନିଛକ ପ୍ରତିଛବି ଓ ତା’ର ହଜିଯାଉଥିବା ସ୍ୱପ୍ନକୁ ଫେରାଇ ଆଣିବା ଉଚିତ ବୋଲି ‘ଜଗତୀକରଣ ଓ ସାହିତ’ ଶୀର୍ଷକ ଆଲେଚନାଚକ୍ରରେ ମୁଖ୍ୟ …

Read More »

ଓଡିଶାରେ ଖୋଲିବ ଏନଡିଆରଏଫର ଉପକେନ୍ଦ୍ର

ଭୁବନେଶ୍ୱର,୧୭/୦୯/୨୦୧୯(ଓଡ଼ିଶା ସମାଚାର)-ଓଡିଶାର ୩ ଟି ସ୍ଥାନରେ ଏନଡିଆରଏଫ୍ ର ସବ୍ ସେଂଟର ଖୋଲାଯିବ । ଉତର , ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଏହି ସବ୍ ସେଂଟର ଖୋଲାଯିବ । ଏହା ବ୍ୟତୀତ ଓଡିଶାରେ ଏକ ଡିଜାଷ୍ଟର ରେସପନ୍ସ ଗ୍ରୀଡ୍ କରାଯିବ ବୋଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଏନଡିଆରଏଫ୍ ଡିଜି ସତ୍ୟ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Read More »

ଡଙ୍ଗା ଜବତ: ୪ ମତ୍ସ୍ୟଜୀବୀ ଗିରଫ

ରାଜନଗର, ୧୭/୦୯/୨୦୧୯(ଓଡ଼ିଶା ସମାଚାର)-ରାଜନଗର ବ୍ଲକ ବାଉଁଶଗଡ ନଦୀରେ ବେଆଇନ ଭାବେ କଙ୍କଡା ଧରୁଥିବା ବେଳେ ବନବିଭାଗ ୪ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ ୨ଡଙ୍ଗା ଜବତ କରିଛି । ସାତଭାୟା ସେକ୍ସନ ଫରେଷ୍ଟର ସୟକୁମାର ପ୍ରଧାନଙ୍କ ନେତୃତ୍ୱରେ ଫରେଷ୍ଟ ଗାର୍ଡ ତ୍ରିଦୀବକୁମାର ପ୍ରଧାନଙ୍କ ସହ ଆଂଟି ପୋଚିସ୍କ୍ୱାର୍ଡ ବାଉଁଶଗଡ ନଦୀରେ ବେଆଇନ ଭାବେ କଙ୍କଡା ଧରୁଥିବା ଦେବେନ୍ଦ୍ରନାରାୟଣପୁର ଗ୍ରାମର ଶ୍ୟାମପଦ ମଣ୍ଡଳ ଓ ସୟ ମଣ୍ଡଳଙ୍କୁ ଗିରଫ କରିଥିଲେ । ସେମାନେ …

Read More »