Thursday , June 30 2022
Breaking News

Recent Posts

ସ୍ମାର୍ଟ ହେବ ବିଧାନସଭା ଗୃହ , ଲାଗିବ ୱାଇଫାଇ

ଭୁବନେଶ୍ୱର, ୧୭/୦୯/୨୦୧୯(ଓଡ଼ିଶା ସମାଚାର)- ବିଧାନସଭା ଗୃହ ଓ ଲବିର ଭିତର ପାଶ୍ୱର୍ର ପୁନଃନିର୍ମାଣ କରାଯିବ । ଏଥି ନିମନ୍ତେ ପୂର୍ତ ବିଭାଗର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେବ । ଏହି କମିଟିରେ ଅର୍ଥ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରତିନିଧି ସଦସ୍ୟ ରହିବେ ଓ ପୂର୍ତ ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି) ସଭ୍ୟ- ଆବାହକ ଭାବେ କାର୍ଯ୍ୟ କରିବେ । ବିଧାନସଭା ଗୃହକୁ ସ୍ମାର୍ଟ କୋଠାରେ ପରିବର୍ତିତ …

Read More »

୭ ବର୍ଷର ନାବାଳିକା ଦୁସ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ୧୫ ହଜାର ଜୋରିମାନା

କନ୍ଧମାଳ,୧୭/୦୯/୨୦୧୯(ଓଡ଼ିଶା ସମାଚାର)- ଫୁଲବାଣୀ ଅତିରିକ୍ତ ଜିଲା ଜର୍ଜ ଏବଂ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସମରବିଳାସ ବେହେରା ରାଇକିଆ ଥାନା ଅଂଚଳର ଏକ ୭ ବର୍ଷର ନାବାଳିକା ଦୁସ୍କର୍ମ ମାମଲାର ବିଚାରଣ କରି ଘଟଣାର ୧୩ ଜଣ ସାଖିଙ୍କ ବୟାନ ଡାକ୍ତରୀ ରିପୋର୍ଟ ଏବଂ ପିଡିତାଙ୍କ ବୟାନକୁ ଆଧାର କରି ଅଭିଯୁକ୍ତ ମାନେନ୍ଦ୍ର ଦିଗାଲ(୫୦)କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୫ ହାଜର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି …

Read More »

ଟ୍ରାକ୍ଟର ଚାପାରେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତୁ୍ୟ, ଉତେଜନା

ଗଞ୍ଜାମ,୧୭/୦୯/୨୦୧୯(ଓଡ଼ିଶା ସମାଚାର)- ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ବଡ଼ପଙ୍କଳବାଡିଗାଁରେ ଏକ ଟ୍ରାକ୍ଟର ଚାପାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତୁ୍ୟ ଘଟିଛି । ମୃତ ଛାତ୍ରଙ୍କ ନାମ ପପୁ ପ୍ରଧାନ (୧୨) । ସେ ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ବିଦ୍ୟାଳୟକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଯାହାକୁ ନେଇ ସେଠାରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା । ଘଟଣା ପରେ ଡ୍ରାଇଭର ସେଠାରୁ …

Read More »