ଗ୍ରାମ୍ୟ ଉନ୍ନୟନ ବିଭାଗ ସାଜିଛି ଦୁର୍ନୀତି ର ଗନ୍ତାଘର, ସାଧାରଣ ଜନତା ହନ୍ତସନ୍ତ
କଳାହାଣ୍ଡି ,୨୨/୦୮/୨୦୧୯(ଓଡ଼ିଶା ସମାଚାର / ସଂଜୟ କୁମାର ସିଂହ)- କେନ୍ଦ୍ର ସରକାର ଗାଁ ମାନଙ୍କୁ ଗୋଟେ ସବୁଦିନିଆ ଭଲ ରାସ୍ତାଟିଏ ନିର୍ମାଣ ପାଇଁ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା। ଏଥିଲାଗି କୋଟି କୋଟି ଟଙ୍କାର ବ୍ୟୟ ବରାଦ ରହିଥିବା ବେଳେ କେନ୍ଦ୍ର ସରକାର ୬୦ଭାଗ ଓ ରାଜ୍ୟ ସରକାର ୪୦ ଭାଗ ଟଙ୍କା ବ୍ୟୟ କରୁଛନ୍ତି।ରାସ୍ତା ର ମାନ ନିରକ୍ଷଣ ପାଇଁ ବି ତ୍ରିସ୍ତରୀୟ ଯାଂଚ ବ୍ୟବସ୍ଥା …
Read More »