Friday , July 1 2022
Breaking News

Recent Posts

ସଦର ଥାନାରେ ନୂତନ ଇନିସପେକ୍ଟର ପ୍ରମୋଦ ମଲ୍ଲିକଙ୍କ ଯୋଗଦାନ

କେନ୍ଦ୍ରାପଡା ୧୮/୦୯/୨୦୧୯(ଓଡ଼ିଶା ସମାଚାର)- ସଦର ଥାନାର ଭାରପ୍ରାପ୍ତ ଇନିସପଡେକ୍ଟର ମହେଶ୍ୱର ସେଠୀଙ୍କୁ ଏନର୍ଜୀ ଥାନାକୁ ଭାରପ୍ରାପ୍ତ ଅଧିକାରୀ ଭାବେ ବଦଳି କରାଯାଇଥିବା ବେଳେ ଡିଆଇବି ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକଙ୍କୁ ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଭାବେ ମଙ୍ଗଳବାର କେନ୍ଦ୍ରାପଡା ଏସପି ବଦଳି କରିଥିଲେ । ବୁଧବାର ଅପରାହ୍ନରେ ଇନିସପେକ୍ଟର ଶ୍ରୀ ମଲ୍ଲିକ ସଦର ଥାନାରେ ଭାରପ୍ରାପ୍ତ ଇନିସପେକ୍ଟର ଭାବେ ଯୋଗଦେଇଥିବା ଜଣାପଡିଛି । ଥାନାକୁ ଅଭିଯୋଗ କରିବାକୁ ଆସୁଥିବା …

Read More »

ଇଲେକଟ୍ରିସିଟି ଠିକା ଶ୍ରମିକ ସଂଘ ପକ୍ଷରୁ ଏସଏଚଜିଙ୍କୁ ମିଟର ରିଡିଂ ଓ ବିଲ କଲେକସନ ଦାୟିତ୍ୱ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା ୧୮/୦୯/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଇଲେକଟ୍ରିସିଟି ଠିକା ଶ୍ରମିକ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ମିଟର ରିଡିଂ ଓ ବିଲ କଲେକସନ ଦାୟିତ୍ୱ ପ୍ରଦାନ ବିରୁଦ୍ଧରେ ବୁଧବାର ପ୍ରତିବାଦ କରାଯିବା ସହିତ ତିନିମୁହାଣି ରାମମନ୍ଦିର ପରିସରରୁ ଏକ ମଟରସାଇକେଲ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଚିବା ପରେ ସେଠାରେ ପ୍ରତିବାଦ ପ୍ରଦର୍ଶନ ପୂର୍ବକ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା …

Read More »

ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗୀତା ୨୯ରେ

କେନ୍ଦ୍ରାପଡା ୧୮/୦୯/୨୦୧୯(ଓଡ଼ିଶା ସମାଚାର)- ଭୂବନେଶ୍ୱର ସ୍ଥିତ ଓଡିଶା ରାଜ୍ୟ ଶିଶୁ ମଙ୍ଗଳ ପରିଷଦ ଓ କେନ୍ଦ୍ରାପଡା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ମିଳିତ ସହଯୋଗରେ ଚଳିତମାସ ୨୯ତାରିଖ ରବିବାର ପୂର୍ବାହ୍ନରେ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗୀତା ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ସେହିଦିନ ସକାଳ ସାଢେଦଶଟାରୁ ସାଢେବାରଟା ପର୍ଯ୍ୟନ୍ତ ୨ଘଂଟାଧରି ହେବାକୁଥିବା ଏହି ପ୍ରତିଯୋଗୀତା ୪ଟି ଗ୍ରୁପରେ ଅନୁଷ୍ଠିତ ହେବ । ସକାଳ ୯ଟା ସମୟରେ …

Read More »