Thursday , June 30 2022
Breaking News

Recent Posts

ଡଃ ଜ୍ଞାନେନ୍ଦ୍ର ଆନ୍ତର୍ଜାତିକ ବୁଦ୍ଧ ସଂସ୍ଥାର ଉପସଭାପତି ନିର୍ବାଚିତ

ଭୁବନେଶ୍ୱର ,୧୭/୦୯/୨୦୧୯(ଓଡ଼ିଶା ସମାଚାର)- ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାର ପାଇଁ ସିଂହଳ ଦେଶରେ ୧୨୭ ବର୍ଷ ତଳେ ବୋଧିସତ୍ୱ ଅନାଗରିକ ଧର୍ମପାଳଙ୍କ ଦ୍ୱାରା ପ୍ରତିଷ୍ଠିତ ସର୍ବଭାରତୀୟ ମହାବୋଧି ସମିତିର ଅନ୍ତରାଷ୍ଟ୍ରୀୟ ସାଧାରଣ ପରିଷଦ ବୈଠକ ଆଜି କଲିକତାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ପରିଷଦ ବୈଠକରେ ୩ ବର୍ଷ ପାଇଁ ହୋଇଥିବା ନିର୍ବାଚନରେ ଓଡ଼ିଶା ଶାଖାର ବରିଷ୍ଠ ସଦସ୍ୟ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସର୍ବସମ୍ମତିକ୍ରମେ ଉପସଭାପତି ଭାବେ ନିର୍ବାଚିତ …

Read More »

ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ   ସମୀକ୍ଷା ବୈଠକ    

 ଜଗତସିଂହପୁର,୧୭/୦୯/୨୦୧୯(ଓଡ଼ିଶା ସମାଚାର)- ମଙ୍ଗଳବାର ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ  ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ  ସ୍ୱାସ୍ଥ୍ୟ  ସମୀକ୍ଷା ବୈଠକ ଜିଲ୍ଲା ସ୍ୱାସ୍ଥ୍ୟ  ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ  ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ରାଜ୍ୟ ସରକାର ସ୍ୱାସ୍ଥ୍ୟ  ଓ ଶିକ୍ଷା ଉପରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ସୁନେତ୍ର କାର୍ଯ୍ୟକ୍ରମକୁ  ବ୍ଲକ ଶିକ୍ଷା ଅଧିକାରୀ ଓ ଅପଥାଲମିକ ଆସିଷ୍ଟାଂଟଙ୍କ  ମିଳିତ ସହଯୋଗରେ ବିଦ୍ୟାଳୟ …

Read More »

ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ 

ରଘୁନାଥପୁର,୧୭/୦୯/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ଅଂଚଳରେ ଥିବା କଳକାରଖାନା , ଅଟୋ ଷ୍ଟାଣ୍ଡ ଓ ଶିଳ୍ପ ଭିତିକ ତାଲିମ କେନ୍ଦ୍ର ପକ୍ଷରୁ ବିଶ୍ୱକର୍ମା ଆନନ୍ଦ ଉଲାସର ସହିତ ପାଳିତ ହୋଇଛି । ନୂଆପଡ଼ାସ୍ଥିତ ଓମଫେଡ଼ ପ୍ଲାଂଟ ପରିସରରେ ପରିଚାଳକ ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଙ୍କ ତତ୍ୱାବଧାନରେ କର୍ମଚାରୀଙ୍କ ପକ୍ଷରୁ ପୂଜା ପାଳନ କରାଯାଇଛି । ଦୁଗ୍ଧ ମହାସଂଘର ସଭାପତି ସରୋଜିନୀ ମିଶ୍ର ,ଜିଏମ ଡ଼ ବିଦ୍ୟାଧର ସାହୁ ପୂଜା ମଣ୍ଡପରେ ପହଂଚି …

Read More »