Thursday , August 18 2022
Breaking News

Recent Posts

ରୂପେ କାର୍ଡ ସଚେତନତା ଶିବିର

କେନ୍ଦ୍ରାପଡା, ୦୪/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଇନ୍ଦୁପୁର ପ୍ରାଥମିକ କୃଷି ସମବାୟ ସମିତିରେ ରୂପେ କାର୍ଡ ଓ ଡିଜିଟାଲ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ନରହରୀ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ସୋସାଇଟିର ଉପସଭାପତି ଗୀତାଞ୍ଜଳି ଦାସ, ନାବାର୍ଡ ଅଧିକାରୀ ଅଂଶୁମାନ ମିଶ୍ର, ସିସିବିର କେନ୍ଦ୍ରାପଡା ଶାଖା ପରିଚାଳକ ରବୀନ୍ଦ୍ର କୁମାର ବିଶ୍ୱାଳ, ଏଟିଏମ୍ ସଂଯୋଜକ ବିଶ୍ୱପ୍ରକାଶ ସାମଲ ପ୍ରମୁଖ ଗ୍ରାମାଂଚଳର ଲୋକଙ୍କ ପାଇଁ ଡିଜିଟାଲ୍ …

Read More »

‘ଗୋ-ମାତା ଆମକୁ ପାଳନ କରେ’

ରାଜ୍ୟସ୍ତରୀୟ ଗୋ-ନବରାତ୍ର ମହୋତ୍ସବର ଷଷ୍ଠ ଦିବସ ରାଜନଗର, ୦୪/୧୧/୨୦୧୯(ଓଡ଼ିଶା ସମାଚାର)-ରାଜନଗର ବ୍ଲକ ମହିଁଷାସୁର ସୁରଭି ପଡିଆରେ ଚାଲିଥିବା ଗୋ-ନବରାତ୍ର ମହୋତ୍ସବର ଷଷ୍ଠ ଦିବସ ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀ ସମର୍ପଣାନନ୍ଦ ଗିରି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ଆମେ ଗୋ-ମାତାକୁ ପାଳନ କରୁନାହୁଁ ବରଂ ଗୋ-ମାତା ଆମକୁ ପାଳନ କରୁଛି ବୋଲି କହିଥିଲେ । ଜଣେ ମା କ୍ଷୀର ଖାଉଥିବା ଶିଶୁଟି …

Read More »

‘ସାହିତ୍ୟର ଅଗ୍ରଗତିରେ ସାମାଜିକର ବିକାଶ’

ମାଲକାନଗିରି, ୦୪/୧୧/୨୦୧୯(ଓଡ଼ିଶା ସମାଚାର)- ସମ୍ପୂର୍ଣ୍ଣ ଦୁର୍ଗମ ତଥା ଉପାନ୍ତ ଅଂଚଳ କୁଡୁମୁଲୁଗୁମ୍ମା ଠାରେ ଅନ୍ୟତମ ଅଗ୍ରଣୀ ସାହିତ୍ୟ ପ୍ରତିଷ୍ଠାନ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ପକ୍ଷରୁ ସାରସ୍ୱତ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଡିଗ୍ରୀ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ଜିଲାରେ ବହୁ ସାହିତ୍ୟ ଓ ସଂସ୍କୃତି ଐତିହ୍ୟ ପରମ୍ପରା ରହିଛି …

Read More »